ତାଞ୍ଜାନିଆ ଲାଗି ୯୨ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ତାଞ୍ଜାନିଆ ଲାଗି ୯୨ ମିଲିୟନ ଆମେରିକୀୟ ଡଲାର ଟଙ୍କା ସହାୟତା ଘୋଷଣା  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଞ୍ଜାନିଆ ଗସ୍ତ ଅବସରରେ ସେ ଏହି ଘୋଷଣା କରିଛନ୍ତି। ମୋଦି ଓ ତାଞ୍ଜାନିଆ ରାଷ୍ଟ୍ରପତି ଜନ୍‌ଜୋସେଫ୍‌ ମଗୁଫୁଲି ଆଜି ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମୁଖ୍ୟତଃ ଦୁଇ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରହିଥିଲା। ପ୍ରଧାନମନ୍ତ୍ରୀ ତାଞ୍ଜାନିଆରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ବିକାଶ […]

pm-modi-drum

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 04:41 PM IST

ନୂଆଦିଲ୍ଲୀ: ତାଞ୍ଜାନିଆ ଲାଗି ୯୨ ମିଲିୟନ ଆମେରିକୀୟ ଡଲାର ଟଙ୍କା ସହାୟତା ଘୋଷଣା  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଞ୍ଜାନିଆ ଗସ୍ତ ଅବସରରେ ସେ ଏହି ଘୋଷଣା କରିଛନ୍ତି। ମୋଦି ଓ ତାଞ୍ଜାନିଆ ରାଷ୍ଟ୍ରପତି ଜନ୍‌ଜୋସେଫ୍‌ ମଗୁଫୁଲି ଆଜି ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମୁଖ୍ୟତଃ ଦୁଇ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରହିଥିଲା।

ପ୍ରଧାନମନ୍ତ୍ରୀ ତାଞ୍ଜାନିଆରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ବିକାଶ ସ୍ୱରୂପ କହିଛନ୍ତି, “ପୂର୍ବ ଆଫ୍ରିକାର ଏହି ରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲା। ଦୁଇ ରାଷ୍ଟ୍ରମୁଖ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ମଧ୍ୟରେ ଦୁଇ ଦେଶର ଅର୍ଥନୈତିକ ଅଭିବୃଦ୍ଧି ମୁଖ୍ୟ ପ୍ରସଙ୍ଗ ଥିଲା।”

Related story