ନୋଭେଲ କରୋନା ଭୂତାଣୁ : ଇରାନ, କୋରିଆ ଓ ଇଟାଲୀ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ ଏବେ ଚୀନ ସମେତ ଅନେକ ଦେଶକୁ ବ୍ୟାପିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଆଜି ଯାତ୍ରା ସତର୍କତା ମାର୍ଗଦର୍ଶିକା ଜାରି କରିଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ଯାତ୍ରା ସତର୍କତା ମାର୍ଗଦର୍ଶିକା ସହିତ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି। ଅତି ଜରୁରୀ ହୋଇନଥିଲେ ଭାରତୀୟମାନଙ୍କୁ କୋରିଆ, ଇରାନ ଓ ଇଟାଲୀ ଗସ୍ତ ନକରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି କୋରିଆ, ଇରାନ […]

china corona virus

china corona virus

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 08:37 PM IST

Sports

Latest News

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ ଏବେ ଚୀନ ସମେତ ଅନେକ ଦେଶକୁ ବ୍ୟାପିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଆଜି ଯାତ୍ରା ସତର୍କତା ମାର୍ଗଦର୍ଶିକା ଜାରି କରିଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ଯାତ୍ରା ସତର୍କତା ମାର୍ଗଦର୍ଶିକା ସହିତ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି।

ଅତି ଜରୁରୀ ହୋଇନଥିଲେ ଭାରତୀୟମାନଙ୍କୁ କୋରିଆ, ଇରାନ ଓ ଇଟାଲୀ ଗସ୍ତ ନକରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା ଯାତ୍ରୀ କିମ୍ବା ୧୦ ଫେବୃଆରୀ ୨୦୨୦ ପରେ ଭାରତରେ ପହଁଚିଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story