ଭାରତ ଓ ଜାପାନ ମଧ୍ୟରେ ବେସାମରିକ ପରମାଣୁ

ଟୋକିଓ: ଆଜି ଭାରତ ଓ ଜାପାନ ମଧ୍ୟରେ ବେସାମରିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଥିବା ଅର୍ଥନୈତିକ ଓ ସୁରକ୍ଷା ସଂପର୍କକୁ ଆହୁରି ମଜଭୁତ କରିବ। ଗତ ବର୍ଷ ଆବେ ଭାରତ ଆସିଥିବା ବେଳେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ଚୁକ୍ତି ନେଇ ସହମତି ପ୍ରକାଶ […]

modi

modi

Rakesh Mallick
  • Published: Friday, 11 November 2016
  • Updated: 04 May 2017, 03:44 PM IST

Sports

Latest News

ଟୋକିଓ: ଆଜି ଭାରତ ଓ ଜାପାନ ମଧ୍ୟରେ ବେସାମରିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଥିବା ଅର୍ଥନୈତିକ ଓ ସୁରକ୍ଷା ସଂପର୍କକୁ ଆହୁରି ମଜଭୁତ କରିବ।

ଗତ ବର୍ଷ ଆବେ ଭାରତ ଆସିଥିବା ବେଳେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ଚୁକ୍ତି ନେଇ ସହମତି ପ୍ରକାଶ ପାଇଥିଲା। ତେବେ କିଛି ପ୍ରସଙ୍ଗରେ ଅଡୁଆ ଥିବା ଯୋଗୁଁ ଏଯାଏଁ ଚୁକ୍ତି ସ୍ୱାକ୍ଷରିତ ହୋଇ ନ ଥିଲା।

ଆମେରିକା, ରୁଷିଆ, ଦକ୍ଷିଣ କୋରିଆ, ମଙ୍ଗୋଲିଆ, ନାମିବିଆ, ଆର୍ଜେଣ୍ଟିନା, କାନାଡ଼ା, କାଜାଖସ୍ତାନ ଓ ଅଷ୍ଟ୍ରେଲିଆ ସହିତ ଭାରତ ବେସମାରିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story