ଦେଶକୁ ଆମେ କଥା କୁହା ପ୍ରଧାନମନ୍ତ୍ରୀ ଦେଇଛୁ: ଅମୀତ୍‌ ଶାହା

ଲକ୍ଷ୍ମୌ: ବିଜେପି ଅଧ୍ୟକ୍ଷ ଅମୀତ ଶାହା ଆଜି ୟୁପିର ଶାହଜହାଂପୁରର ପରିବର୍ତ୍ତନ ରାଲିରେ ଯୋଗ ଦେଇ ବିମୁଦ୍ରାକରଣ ପ୍ରସଙ୍ଗରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଉପରେ ବର୍ଷିଛନ୍ତି। ଏହି ରାଲିରେ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ,“ଯିଏ ଆଳୁର ଉତ୍ପତ୍ତି କେଉଁଠୁ ଜାଣିନାହାନ୍ତି, ସେ ଉତ୍ତରପ୍ରଦେଶରେ କେଉଁ ପ୍ରକାର ପରିବର୍ତ୍ତନ କରିବେ।” ସେ କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ଟଙ୍କା ପାଇଁ ଧାଡ଼ିକୁ ନେଇ ବିପକ୍ଷ ଦଳର ହଟ୍ଟଗୋଳ ଏକ […]

amit-shah

amit-shah

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 07:42 PM IST

Sports

Latest News

ଲକ୍ଷ୍ମୌ: ବିଜେପି ଅଧ୍ୟକ୍ଷ ଅମୀତ ଶାହା ଆଜି ୟୁପିର ଶାହଜହାଂପୁରର ପରିବର୍ତ୍ତନ ରାଲିରେ ଯୋଗ ଦେଇ ବିମୁଦ୍ରାକରଣ ପ୍ରସଙ୍ଗରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଉପରେ ବର୍ଷିଛନ୍ତି। ଏହି ରାଲିରେ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ,“ଯିଏ ଆଳୁର ଉତ୍ପତ୍ତି କେଉଁଠୁ ଜାଣିନାହାନ୍ତି, ସେ ଉତ୍ତରପ୍ରଦେଶରେ କେଉଁ ପ୍ରକାର ପରିବର୍ତ୍ତନ କରିବେ।”

ସେ କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ଟଙ୍କା ପାଇଁ ଧାଡ଼ିକୁ ନେଇ ବିପକ୍ଷ ଦଳର ହଟ୍ଟଗୋଳ ଏକ ବାହାନା। ସରକାରଙ୍କ ଏହି ନୂଆ ପଦକ୍ଷେପରେ କଳାଧନ ରଖିଥିବା ବ୍ୟକ୍ତି ହିଁ କେବଳ ଚିନ୍ତାରେ। ଦେଶକୁ ଆମେ ଏକ କଥା କହିଲା ବାଲା ପ୍ରଧାନମନ୍ତ୍ରୀ ଦେଇଛୁ, କଂଗ୍ରେସ ଦେଇଥିବା ପ୍ରଧାନମନ୍ତ୍ରୀ ତ କଥା ହିଁ କହୁ ନ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story