ଟ୍ରମ୍ପ ଉଡ଼ାଣ ଭରିବା ପୂର୍ବରୁ ମୋଦୀଙ୍କ ସ୍ୱାଗତ ସନ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଏଥିପାଇଁ ଉଡ଼ାଣ ଭରିବେ ଆମେରିକା ରାଷ୍ଟ୍ରପତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସ୍ୱାଗତ ବାର୍ତ୍ତା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ କରି ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଗୁଜରାଟବାସୀ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି। ଏହାକୁ ରିଟୁଇଟ କରି ମୋଦୀ କହିଛନ୍ତି, ‘ଭାରତ ମେଲାନିଆ ଟ୍ରମ୍ପ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ […]

modi

modi

Subhransu Sekhar
  • Published: Sunday, 23 February 2020
  • Updated: 23 February 2020, 03:06 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଏଥିପାଇଁ ଉଡ଼ାଣ ଭରିବେ ଆମେରିକା ରାଷ୍ଟ୍ରପତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସ୍ୱାଗତ ବାର୍ତ୍ତା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ କରି ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଗୁଜରାଟବାସୀ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି।

ଏହାକୁ ରିଟୁଇଟ କରି ମୋଦୀ କହିଛନ୍ତି, ‘ଭାରତ ମେଲାନିଆ ଟ୍ରମ୍ପ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି। ଏହା ସମ୍ମାନର କଥା ହେବ, କାରଣ ଆସନ୍ତାକାଲି ଆମ ସହ ଆପଣମାନେ ଥିବେ। ଅହମଦାବାଦରୁ ଐତିହାସିକ କାର୍ଯ୍ୟକ୍ରମ ଆରମ୍ଭ ହେବ’।

https://twitter.com/narendramodi/status/1231479457661116416

ଟ୍ରମ୍ପଙ୍କ ସହିତ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଜାରେଡ ଏବେ ଟ୍ରମ୍ପଙ୍କ ପରାମର୍ଶଦାତା ଭାବେ ହ୍ୱାଇଟହାଉସରେ କାର୍ଯ୍ୟ କରୁଛନ୍ତି। ଟ୍ରମ୍ପଙ୍କ ସହ ଆସୁଥିବା ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ଇଭଙ୍କା ଓ ଜାରେଡ ରହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ମେଲାନିଆଙ୍କ ସହ ଟ୍ରେଜେରୀ ସଚିବ ଷ୍ଟିଭେନ ମୁନିଚ ଓ ବାଣିଜ୍ୟ ସଚିବ ୱିଲବୁର ରସ୍‌ ମଧ୍ୟ ଅଛନ୍ତି।

ଅହମଦାବାଦରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଟ୍ରମ୍ପ ଆଗ୍ରା ଯିବେ। ଶେଷରେ ସେ ନୂଆଦିଲ୍ଲୀ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story