ଭାରତ କାହାରି ଜମି ପାଇଁ ଭୋକିଲା ନୁହେଁ: ମୋଦି

ନୂଆଦିଲ୍ଲୀ: ଭାରତ କେବେ କୌଣସି ଦେଶକୁ ଆକ୍ରମଣ କରି ନାହିଁ କି କାହାରି ଜମିକୁ ହାତେଇବାକୁ ଭୋକିଲା ନୁହେଁ ବୋଲି ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପାକିସ୍ତାନ କାଶ୍ମୀରକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଥିବା ପରିପ୍ରେକ୍ଷୀରେ ସେ ଏହି କଥା କହିଛନ୍ତି। ଆବଶ୍ୟକ ପଡ଼ିଲେ ଭାରତୀୟମାନେ ନିଜ ଦେଶ ପାଇଁ ତଥା ଅନ୍ୟମାନଙ୍କ ପାଇଁ ଲଢ଼େଇ କରିଛନ୍ତି ଓ ବଳିଦାନ ଦେଇଛନ୍ତି […]

modi

modi

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 04:10 PM IST

modiନୂଆଦିଲ୍ଲୀ: ଭାରତ କେବେ କୌଣସି ଦେଶକୁ ଆକ୍ରମଣ କରି ନାହିଁ କି କାହାରି ଜମିକୁ ହାତେଇବାକୁ ଭୋକିଲା ନୁହେଁ ବୋଲି ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ପାକିସ୍ତାନ କାଶ୍ମୀରକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଥିବା ପରିପ୍ରେକ୍ଷୀରେ ସେ ଏହି କଥା କହିଛନ୍ତି।

ଆବଶ୍ୟକ ପଡ଼ିଲେ ଭାରତୀୟମାନେ ନିଜ ଦେଶ ପାଇଁ ତଥା ଅନ୍ୟମାନଙ୍କ ପାଇଁ ଲଢ଼େଇ କରିଛନ୍ତି ଓ ବଳିଦାନ ଦେଇଛନ୍ତି ବୋଲି ମୋଦି କହିଥିଲେ।

ସେ କହିଥିଲେ,“ଦୁଇଟି ଯାକ ବିଶ୍ୱ ଯୁଦ୍ଧରେ ଭାରତର ସିଧାସଳଖ ଅଂଶୀଦାର ନ ଥିଲା। କିନ୍ତୁ ଦୁଇଟି ଯାକ ଯୁଦ୍ଧରେ ୧.୫ ଲକ୍ଷ ଭାରତୀୟ ଯବାନ ପ୍ରାଣ ହରାଇଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ,“ବ୍ରେନ୍ ଡ୍ରେନ୍‌କୁ ବ୍ରେନ୍ ଗେନ୍‌ରେ ବଦଳା ଯାଇପାରିବ। ଆମ ପାଖରେ ଦୁନିଆକୁ ଦେବା ପାଇଁ ସବୁ କିଛି ଅଛି।”

ସେ କହିଥିଲେ,“ବିଶ୍ୱର ୧୫୦ଟି ଦେଶରେ ପ୍ରବାସୀ ଭାରତୀୟ ରହିଛନ୍ତି। ସାରା ବିଶ୍ୱରେ ଭାରୀତୀୟଙ୍କ ପରିଚୟ ହେଉଛି ସେମାନେ ଅପ୍ରବାସୀ। ଗାନ୍ଧୀ ଭାରତରୁ ବାହାରକୁ ଯାଇଥିଲେ, କିନ୍ତୁ ଦେଶର ମମତା ତାଙ୍କୁ ଫେରାଇ ଆଣିଥିଲା। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ପ୍ରବାସୀ ଦିବସର ଆରମ୍ଭ କରିଥିଲେ।   ସେ ଆରମ୍ଭ କରିଥିବା ପ୍ରୟାସକୁ ଆମେ ଆଗେଇ ନେଉଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story