ପାକିସ୍ତାନ ମାଟିରେ ଭାରତର କର୍ତ୍ତାରପୁର ଆଲୋଚନା

ୱାଘା: କର୍ତ୍ତାରପୁର କରିଡର ନିର୍ମାଣ ଓ ଏ ସମ୍ପର୍କିତ ଆଲୋଚନା ପାଇଁ ଆଜି ଭାରତର ଏକ ପ୍ରତିନିଧି ଦଳ ପାକିସ୍ତାନ ମାଟିରେ ପାଦ ଦେଇଛନ୍ତି। ଆଜି ସକାଳୁ ଭାରତର ପ୍ରତିନିଧି ଦଳ ୱାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ଏହାପରେ ଉଭୟ ଦେଶର ପ୍ରତିନିଧି ଦଳ ପରସ୍ପର ସହ ଅଲୋଚନା କରିଛନ୍ତି। ଭାରତର ପାକିସ୍ତାନ ସହ କର୍ତ୍ତାରପୁର କରିଡର ନିର୍ମାଣ ସମ୍ପର୍କରେ ଆଲୋଚନା କରୁଥିଲେ ହେଁ ଏଥିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାବାଦ୍‌ ପ୍ରତିଦିନ […]

w

w

Hemant Lenka
  • Published: Sunday, 14 July 2019
  • Updated: 14 July 2019, 04:53 PM IST

Sports

Latest News

ୱାଘା: କର୍ତ୍ତାରପୁର କରିଡର ନିର୍ମାଣ ଓ ଏ ସମ୍ପର୍କିତ ଆଲୋଚନା ପାଇଁ ଆଜି ଭାରତର ଏକ ପ୍ରତିନିଧି ଦଳ ପାକିସ୍ତାନ ମାଟିରେ ପାଦ ଦେଇଛନ୍ତି। ଆଜି ସକାଳୁ ଭାରତର ପ୍ରତିନିଧି ଦଳ ୱାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଥିଲେ।

ଏହାପରେ ଉଭୟ ଦେଶର ପ୍ରତିନିଧି ଦଳ ପରସ୍ପର ସହ ଅଲୋଚନା କରିଛନ୍ତି। ଭାରତର ପାକିସ୍ତାନ ସହ କର୍ତ୍ତାରପୁର କରିଡର ନିର୍ମାଣ ସମ୍ପର୍କରେ ଆଲୋଚନା କରୁଥିଲେ ହେଁ ଏଥିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଏହାବାଦ୍‌ ପ୍ରତିଦିନ ଗୁରୁଦ୍ୱାର କର୍ତ୍ତାରପୁର କରିଡରକୁ ୫ ହଜାର ଶ୍ରଦ୍ଧାଳୁଙ୍କୁ ଛାଡ଼ିବାକୁ ଅନୁମତି, ସ୍ୱତନ୍ତ୍ର ଉତ୍ସବରେ ୧୦ ହଜାର ଶ୍ରଦ୍ଧାଳଙ୍କ ଯାତାୟାତ ପାଇଁ ସୁବିଧା, ଧର୍ମକୁ ନେଇ ଶ୍ରଦ୍ଧାଳୁଙ୍କ ଉପରେ କୌଣସି ପ୍ରତିବନ୍ଧକ ନ ଲଗାଇବା, କେବଳ ଭାରତୀୟ ନୁହନ୍ତି ବରଂ ଭାରତୀୟ ବଂଶଦ୍ଭୋବ ଓ ଓସିଆଇ କାର୍ଡଧାରୀଙ୍କ ଉପରେ ପାକିସ୍ତାନ କୌଣସି ପ୍ରତିବନ୍ଧକ ଲଗାଇ ପାରିବ ନାହିଁ। ସେପରି ଶ୍ରଦ୍ଧାଳୁଙ୍କ ଗସ୍ତ ପାଇଁ ଭିସା ଲାଗିବ ନାହିଁ କିମ୍ବା ପାକିସ୍ତାନ କୌଣସି ଫି’ ଶ୍ରଦ୍ଧାଳଙ୍କ ଠାରୁ ନେବନାହିଁ। ବର୍ଷର ସବୁଦିନ ଓ ସପ୍ତାହକ ୭ଦିନ ଶ୍ରଦ୍ଧାଳୁମାନେ ଯିବା ଆସିବା କରିପାରିବେ ଓ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ଏବଂ ପ୍ରସାଦ ମଧ୍ୟ ପାକିସ୍ତାନ ପ୍ରସ୍ତୁତ କରିବା ଦରକାର ବୋଲି ଭାରତ ବୈଠକ ବେଳେ ପ୍ରସ୍ତାବ ଦେଇଛି। ପାକିସ୍ତାନ ଏଥିରେ ରାଜି ହୋଇଥିବା ଜଣାପଡ଼ିଛି।

ପାକିସ୍ତାନ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡା.ମହମ୍ମଦ ଫୈସଲଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ଦଳ ଏହି ବୈଠକରେ ଯୋଗଦେଇଥିଲେ। ବୈଠକ ସମ୍ପର୍କରେ ପାକିସ୍ତାନ ପକ୍ଷରୁ ପାୱାରପଏଣ୍ଟ ଜରିଆରେ ଭାରତକୁ କର୍ତ୍ତାରପୁର କରିଡର ସମ୍ପର୍କରେ ଅବଗତ କରାଯାଇଛି।

ରବି ନଦୀର କେନାଲ ଅଞ୍ଚଳରେ ଏକ ବ୍ରିଜ୍‌ ନିର୍ମାଣ କରିବାକୁ ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନକୁ କହିଛନ୍ତି। ପାଣିପାଗ ଯେତେ ଖରାପ ଥିଲେ ହେଁ ଏହାର ମୁକାବିଲା ଏବଂ ଶ୍ରଦ୍ଧାଳୁମାନେ କେମିତି ଗୁରୁ ଡେରା ବାବା ନାନକଙ୍କ ପୀଠରେ ପହଞ୍ଚି ପାରିବେ, ସେନେଇ ଭାରତ ସରକାର ଏକ ବ୍ରିଜ୍‌ ନିର୍ମାଣ କରିଛନ୍ତି। ତେଣୁ ପାକିସ୍ତାନ ମଧ୍ୟ ଅନୁରୂପ ବ୍ରିଜ ତା’ ସୀମାନ୍ତରେ ନିର୍ମାଣ କରିବା ଦରକାର ବୋଲି ଭାରତ ପକ୍ଷରୁ ଇସଲାମାବାଦକୁ ଅବଗତ କରାଯାଇଛି।

କର୍ତ୍ତାରୁପର କରିଡର ପାଇଁ ଦ୍ୱିତୀୟଥର ଭାରତ ଓ ପାକିସ୍ତାନ ଆଲୋଚନା କରିଛନ୍ତି। ଏହାପୂର୍ବରୁ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତ ଆସିଥିଲା। ଏପ୍ରିଲ ୨ରେ ଦ୍ୱିତୀୟ ରାଉଣ୍ଡ ବୈଠକ ହେବାର ଥିଲା। କିନ୍ତୁ ପାକିସ୍ତାନ ଖଲିସ୍ତାନୀ ଆତଙ୍କବାଦୀ ଗୋପାଲ ଚାୱଲାଙ୍କୁ କର୍ତ୍ତାରପୁର ଆଲୋଚନା କମିଟିରେ ସାମିଲ କରିବାରୁ ଭାରତ ଆଲୋଚନାକୁ ବାତିଲ କରିଥିଲା। ଏହାପରେ ପାକିସ୍ତାନ ବାଧ୍ୟ ହୋଇ ଗୋପାଲ ଚାୱଲାଙ୍କୁ ଏଥିରୁ ବାଦ ଦେଇଥିଲା।

ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି କରିଡର୍‌ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିବ। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।

ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍‌ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍‌ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଏବଂ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story