‘ଆରଆଇଏସଏଟି-୨ବି’ ସ୍ୟାଟେଲାଇଟ୍ ଲଞ୍ଚ୍, ଦେଶର ତୃତୀୟ ନୟନ ଭାବେ କାମ କରିବ

ଶ୍ରୀହରିକୋଟା: ପ୍ରତିକୂଳ ସ୍ଥିତିରେ ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉଠାଇବା, ବିପର୍ଯ୍ୟୟ ସମୟରେ ସଠିକ୍ ସୂଚନା ଦେବା ଓ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଉପଗ୍ରହ ମହାକାଶକୁ ପଠାଇଛନ୍ତି। ଏହାର ନାଁ, ‘ଆରଆଇଏସଏଟି-୨ବି’। ଆଜି ଭୋର ୫ଟା ୩୦ ମିନିଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ‘ଆରଆଇଏସଏଟି-୨ବି’ ସ୍ୟାଟେଲାଇଟ୍‌କୁ ଶ୍ରୀହରିକୋଟାରୁ ସଫଳତାର ସହ ମହାକାଶକୁ ପଠାଇଛି। ଉତ୍‌କ୍ଷେପଣ ହେବାର ୧୫ ମିନିଟ୍ ପରେ ‘ଆରଆଇଏସଏଟି-୨ବି’ ନିଜ ରାଡାରରେ ଯାଇ ସଂଯୋଗ ହୋଇଥିଲା। ରିସାଟ୍ […]

RISAT-2B SATELLITE

RISAT-2B SATELLITE

Subhransu Sekhar
  • Published: Wednesday, 22 May 2019
  • Updated: 22 May 2019, 09:32 AM IST

Sports

Latest News

ଶ୍ରୀହରିକୋଟା: ପ୍ରତିକୂଳ ସ୍ଥିତିରେ ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉଠାଇବା, ବିପର୍ଯ୍ୟୟ ସମୟରେ ସଠିକ୍ ସୂଚନା ଦେବା ଓ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଉପଗ୍ରହ ମହାକାଶକୁ ପଠାଇଛନ୍ତି। ଏହାର ନାଁ, ‘ଆରଆଇଏସଏଟି-୨ବି’। ଆଜି ଭୋର ୫ଟା ୩୦ ମିନିଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ‘ଆରଆଇଏସଏଟି-୨ବି’ ସ୍ୟାଟେଲାଇଟ୍‌କୁ ଶ୍ରୀହରିକୋଟାରୁ ସଫଳତାର ସହ ମହାକାଶକୁ ପଠାଇଛି।

ଉତ୍‌କ୍ଷେପଣ ହେବାର ୧୫ ମିନିଟ୍ ପରେ ‘ଆରଆଇଏସଏଟି-୨ବି’ ନିଜ ରାଡାରରେ ଯାଇ ସଂଯୋଗ ହୋଇଥିଲା। ରିସାଟ୍ ସ୍ୟାଟେଲାଇଟ୍‌ ସିରିଜର ଏହା ହେଉଛି ଚତୁର୍ଥ ସ୍ୟାଟେଲାଇଟ୍। ଏହାର ଓଜନ ୬୧୫ କିଲୋ। ଭୃପୃଷ୍ଠରୁ ୫୫୫ କିଲୋମିଟର ଉଚ୍ଚରେ ଏହାକୁ ସ୍ଥାପନ କରାଯାଇଛି।

‘ଆରଆଇଏସଏଟି-୨ବି’ ସ୍ୟାଟେଲାଇଟ୍‌ର କାମ

ଏହି ସ୍ୟାଟେଲାଇଟ୍ ଆକାଶରେ ରହି ତୃତୀୟ ନୟନ ଭାବେ କାମ କରିବ। ଏହା ଅନୁପ୍ରବେଶ ସଂପର୍କିତ ସୂଚନା ଦେବା ସହିତ ବାତ୍ୟା ବିପର୍ଯ୍ୟୟ ବେଳେ ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉଠାଇ ପାରିବ। ଏହା ଦ୍ୱାରା ସତର୍କତା ଅବଲମ୍ୱନ କରାଯାଇପାରି।

‘ଆରଆଇଏସଏଟି-୨ବି’ରେ ଏକ ସିନ୍ଥେଟିକ୍‌ ଆପର୍‌ଚର୍‌ ରାଡାର୍‌ ସଂଯୋଗ ହୋଇଛି। ଏହା ଦିନ, ରାତି ଏବଂ କୁହୁଡ଼ି ପାଗରେ ମଧ୍ୟ ଭୂପୃଷ୍ଠର ଚିତ୍ର ଉତ୍ତୋଳନ କରିପାରିବ।

୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ସ୍ଥଳ ଓ ସମୁଦ୍ର ସୀମାରେ କିଭଳି ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖି ହେବ, ତାକୁ ନେଇ ଭାରତୀୟ ବୈଜ୍ଞାନିକମାନେ ମାନସମନ୍ଥନ କରିଥିଲେ। ଶେଷରେ ସେମାନେ ଏହି ‘ଆରଆଇଏସଏଟି-୨ବି’ ଉପଗ୍ରହକୁ ଲଞ୍ଚ କରିବାରେ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story