ଦେଶରେ ବେକାବୁ କରୋନା, ଦିନକରେ ପ୍ରାୟ ୨୩ ହଜାର ପଜିଟିଭ, ୪୮୨ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। କଣ୍ଟେନମେଣ୍ଟ ଜୋନ, ଟେଷ୍ଟିଂ ଓ ଟ୍ରେସିଂକୁ ଜୋରଦାର କରାଯାଉଥିଲେ ହେଁ ଭାରତରେ କରୋନା ପ୍ରକୋପ କମିବାର ନାଁ ଧରୁନି। ବର୍ତ୍ତମାନ ବିଶ୍ୱର କରୋନା କ୍ଷତିଗ୍ରସ୍ତ ରାଷ୍ଟ୍ରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିବା ଭାରତରେ ପୁଣି ୨୪ ଘଣ୍ଟାରେ ୨୨,୭୫୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୪୮୨ ଜଣ କରୋନାରେ […]

f

f

Hemant Lenka
  • Published: Wednesday, 08 July 2020
  • Updated: 08 July 2020, 10:03 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। କଣ୍ଟେନମେଣ୍ଟ ଜୋନ, ଟେଷ୍ଟିଂ ଓ ଟ୍ରେସିଂକୁ ଜୋରଦାର କରାଯାଉଥିଲେ ହେଁ ଭାରତରେ କରୋନା ପ୍ରକୋପ କମିବାର ନାଁ ଧରୁନି। ବର୍ତ୍ତମାନ ବିଶ୍ୱର କରୋନା କ୍ଷତିଗ୍ରସ୍ତ ରାଷ୍ଟ୍ରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିବା ଭାରତରେ ପୁଣି ୨୪ ଘଣ୍ଟାରେ ୨୨,୭୫୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ ଆଉ ୪୮୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦,୬୪୨କୁ ବୃଦ୍ଧି ପାଇଛି। ତେବେ ଆରୋଗ୍ୟଙ୍କ ସଂଖ୍ୟା ଆଜି ୪ ଲକ୍ଷ ୫୦ ହଜାର ଅତିକ୍ରମ କରିଛି। ଏଯାଏ ମୋଟ ୪,୫୬,୮୩୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୬୪,୯୪୪ ଆକ୍ଟିଭ କେସ୍‌ ରହିଛି।

ମହାରାଷ୍ଟ୍ରରେ ପୁଣି ୫ ହଜାରରୁ ଅଧିକ କେସ୍‌ ସାମ୍ନାକୁ ଆସିବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୭,୧୨୧ ଛୁଇଁଛି। ଯାହା ସାଉଦି ଆରବର ମୋଟ ସଂକ୍ରମିତ ସଂଖ୍ୟା ଠାରୁ ଅଧିକ। ଏମାନଙ୍କ ମଧ୍ୟରୁ ୯୨୫୦ ଜଣ ପ୍ରାଣ ହରାଇଛନ୍ତି ଓ ୧୧୮୫୫୮ ଜଣ ସୁସ୍ଥ ହୋଇଛନ୍ତି।

1Andaman and Nicobar Islands72750147
2Andhra Pradesh11200974525221197
3Arunachal Pradesh1691052276
4Assam417983291412522
5Bihar3182928410412570
6Chandigarh864017494
7Chhattisgarh6502751143415
8Dadra and Nagar Haveli and Daman and Diu2221830405
9Delhi25449742173165102831
10Goa739115681903
11Gujarat885326720197737550
12Haryana40751364527917999
13Himachal Pradesh282790111083
14Jammu and Kashmir338953991438931
15Jharkhand8702104222996
16Karnataka153011109841626815
17Kerala24153452275894
18Ladakh20483611041
19Madhya Pradesh32371176862215627
20Maharashtra893131185589250217121
21Manipur65977101430
22Meghalaya3643180
23Mizoram641330197
24Nagaland3822430625
25Odisha335267034210097
26Puducherry48243414930
27Punjab202045541756749
28Rajasthan43571657547221404
29Sikkim55700125
30Tamil Nadu45842711161636118594
31Telangana110121628731327612
32Tripura455124811704
33Uttarakhand5662621433230
34Uttar Pradesh95141962782729968
35West Bengal72431579080423837
Cases being reassigned to states50185018
Total#26494445683120642742417

ତାମିଲନାଡୁରେ ପ୍ରାୟ ୩ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ୧,୧୮,୫୯୪ ଜଣଙ୍କ ମଧ୍ୟରୁ ୧୬୩୬ ଜଣ ପ୍ରାଣ ହରାଇଛନ୍ତି ଓ ୭୧,୧୧୬ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ବି ପ୍ରାୟ ୨ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ସଂକ୍ରମିଙ୍କ ସଂଖ୍ୟା ୧,୦୨,୮୩୧ ଛୁଇଁଛି। ଏମାନଙ୍କ ମଧ୍ୟରୁ ୩୧୬୫ ଜଣ ପ୍ରାଣ ହରାଇଛନ୍ତି ଓ ୭୪,୨୧୭ ଜଣ ସୁସ୍ଥ ହୋଇଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୨୫୨,ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୧୪, ବିହାରରେ ୧୦୪, ଚଣ୍ଡିଗଡ଼ରେ ୭, ଛତିଶଗଡ଼ରେ ୧୪, ଗୋଆରେ ୮, ଗୁଜରାଟରେ ୧୯୭୭, ହରିଆଣାରେ ୨୭୯, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୧୪୩, ଝାରଖଣ୍ଡରେ ୨୨, କର୍ଣ୍ଣାଟକାରେ ୪୧୬, କେରଳରେ ୨୭, ଲଦାଖରେ ୧, ମଧ୍ୟପ୍ରଦେଶରେ ୬୨୨, ମେଘାଳୟରେ ୧, ଓଡ଼ିଶାରେ ୪୨, ପୁଡୁଚେରୀରେ ୧୪, ପଞ୍ଜାବ ୧୭୫, ରାଜସ୍ଥାନରେ ୪୭୨, ତେଲେଙ୍ଗାନାରେ ୩୧୩, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୪୩, ଉତ୍ତର ପ୍ରଦେଶରେ ୮୨୭ ଓ ପଶ୍ଚିମବଙ୍ଗରେ ୮୦୪ ଜଣ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story