ଦେଶରେ ପୁଣି ୪୯ ହଜାର ପଜିଟିଭ, ମୃତ୍ୟୁସଂଖ୍ୟା ୩୧ ହଜାର ପାର୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ପୁଣିଥରେ ଦିନକରେ ମହାମାରୀ କରୋନା ଦ୍ୱାରା ପ୍ରାୟ ୪୯ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ପାର କରିଯାଇଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ କରୋନା ଆଉ ୭୫୭ ଜଣ ମୁଣ୍ଡ ନେବାରୁ ମୃତ୍ୟୁସଂଖ୍ୟା ୩୧ ହଜାର ପାର କରିଛି। ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଲୋକଙ୍କ ଚିନ୍ତା […]

dy

dy

Hemant Lenka
  • Published: Saturday, 25 July 2020
  • Updated: 25 July 2020, 10:03 AM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ପୁଣିଥରେ ଦିନକରେ ମହାମାରୀ କରୋନା ଦ୍ୱାରା ପ୍ରାୟ ୪୯ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ପାର କରିଯାଇଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି।

୨୪ ଘଣ୍ଟାରେ କରୋନା ଆଉ ୭୫୭ ଜଣ ମୁଣ୍ଡ ନେବାରୁ ମୃତ୍ୟୁସଂଖ୍ୟା ୩୧ ହଜାର ପାର କରିଛି। ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଲୋକଙ୍କ ଚିନ୍ତା ବଢ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ସମଗ୍ର ଦେଶରେ ଆଉ ୪୮,୯୧୬ ଜଣ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୩୬,୮୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮,୪୯,୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୬,୦୭୧ ଆକ୍ଟିଭ କେସ୍‌ ରହିଛି।

ସେହିପରି ୨୪ ଘଣ୍ଟାରେ ରେକର୍ଡ ୪ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧,୫୮,୪୯,୦୬୮ ନମୁନା ପରୀକ୍ଷା କରାଯାଇଥିବେ ବେଳେ କେବଳ ଗତକାଲି ଟେଷ୍ଟ ସଂଖ୍ୟା ୪,୨୦,୮୯୮ ରହିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ସୁଧୁରିବାର ନାଁ ଧରୁନି। ଏଠାରେ ୩,୫୭,୧୧୭ ଜଣ ଲୋକ କରୋନା ପଞ୍ଝାରେ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ୧୩,୧୩୨ ଜଣ ପ୍ରାଣ ହରାଇଛନ୍ତି ଓ ୧,୯୯,୯୬୭ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ନିକଟରେ ପହଞ୍ଚି ଯାଇଛି।

୨୪ ଘଣ୍ଟାରେ ପ୍ରାୟ ୭ ହଜାର ନୂଆ କେସ୍‌ ରେକର୍ଡ ହେବାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧,୯୯,୭୪୯ ହୋଇଯାଇଛି। ଏଠାରେ ୩୩୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୪୩,୨୯୭ ଜଣ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀରେ କରୋନା ଆକ୍ଟିଭ କେସ୍‌ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଯାଏ ରାଜ୍ୟରେ ସଂକ୍ରମିତ ହୋଇଥିବା ୧,୨୮,୩୮୯ ଜଣଙ୍କ ମଧ୍ୟରୁ ୩,୭୭୭ ଜଣ ପ୍ରାଣ ହରାଇଛନ୍ତି ଓ ୧,୧୦,୯୩୧ ଜଣ ସୁସ୍ଥ ହୋଇଛନ୍ତି।

ଏହାବାଦ୍‌ ଆନ୍ଧ୍ର ପ୍ରଦେଶରେ ୯୩୩, ଅରୁଣାଚଳ ପ୍ରଦେଶରେ ୩, ଆସାମରେ ୭୬, ବିହାରରେ ୨୨୦, ଚଣ୍ଡିଗଡ଼ରେ ୧୩, ଛତିଶଗଡ଼ରେ ୩୬, ଦ୍ରାଦ୍ରାନଗର ହାବେଳିରେ ୨, ଗୋଆରେ ୨୯, ଗୁଜରାଟରେ ୨୨୭୮, ହରିଆଣାରେ ୩୮୨, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୨୯୬, ଝାରଖଣ୍ଡରେ ୭୦, କର୍ଣ୍ଣାଟକାରେ ୧୭୨୪, କେରଳରେ ୫୪, ଲଦାଖରେ ୨, ମଧ୍ୟପ୍ରଦେଶରେ ୭୯୧, ମେଘାଳୟରେ ୬, ନାଗାଲ୍ୟାଣ୍ଡରେ ୧, ଓଡ଼ିଶାରେ ୧୨୦, ପୁଡୁଚେରୀରେ ୩୫, ପଞ୍ଜାବ ୨୮୨, ରାଜସ୍ଥାନରେ ୬୦୨, ତେଲେଙ୍ଗାନାରେ ୪୫୫, ତ୍ରିପୁରାରେ ୧୧, ଉତ୍ତରାଖଣ୍ଡରେ ୬୦, ଉତ୍ତର ପ୍ରଦେଶରେ ୧୩୪୮ ଓ ପଶ୍ଚିମବଙ୍ଗରେ ୧୨୯୦ ଜଣ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story