ଟ୍ରମ୍ପଙ୍କ ଅଫରକୁ ଭାରତର 'ନା'

ନୂଆଦିଲ୍ଲୀ: ଚୀନ ସହିତ ଭାରତର ସୀମା ବିବାଦ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି କରି ସମାଧାନର ସମସ୍ୟା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆମେରିକାର ଏହି ଅଫରକୁ ଭାରତ ଏବେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବସ୍ତବ କହିଛନ୍ତି, ଚୀନ ସହିତ ଥିବା ବିବାଦର ସମାଧାନ ପାଇଁ ଭାରତ ସିଧା କଥାବାର୍ତ୍ତା କରୁଛି। ତେବେ ଏହା କହି ଆମେରିକାର ନାଁ ନନେଇ ପରୋକ୍ଷରେ ଟ୍ରମ୍ପଙ୍କ ମଧ୍ୟସ୍ଥି ଅଫରକୁ […]

donald trump

donald trump

Subhransu Sekhar
  • Published: Thursday, 28 May 2020
  • Updated: 28 May 2020, 08:28 PM IST

Sports

Latest News

ନୂଆଦିଲ୍ଲୀ: ଚୀନ ସହିତ ଭାରତର ସୀମା ବିବାଦ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି କରି ସମାଧାନର ସମସ୍ୟା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆମେରିକାର ଏହି ଅଫରକୁ ଭାରତ ଏବେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବସ୍ତବ କହିଛନ୍ତି, ଚୀନ ସହିତ ଥିବା ବିବାଦର ସମାଧାନ ପାଇଁ ଭାରତ ସିଧା କଥାବାର୍ତ୍ତା କରୁଛି।

ତେବେ ଏହା କହି ଆମେରିକାର ନାଁ ନନେଇ ପରୋକ୍ଷରେ ଟ୍ରମ୍ପଙ୍କ ମଧ୍ୟସ୍ଥି ଅଫରକୁ ପ୍ରତ୍ୟାଖ୍ୟାନ କରିଛି ଭାରତ। ସେ ଆହୁରି କହିଛନ୍ତି, ସୀମାରେ ଦେଶର ଯବାନ ସମସ୍ତ ନିୟମ ପାଳନ କରି ଆଲର୍ଟ ରହିଛନ୍ତି।

ବୁଧବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ୍ କରି କହିଥିଲେ, ଭାରତ ଏବଂ ଚୀନକୁ ଆମେରିକା ଅବଗତ କରାଇଛି। ଦୁଇ ଦେଶ ରାଜି ହେବେ ତା’ହେଲେ ବଢ଼ୁଥିବା ବିବାଦର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥି କରିବା ପାଇଁ ରାଜି ଅଛି।

ସୂଚନାଯୋଗ୍ୟ, ପାକିସ୍ତାନ ସହିତ କଶ୍ମୀରକୁ ନେଇ ବିବାଦ ବଢ଼ିବା ପରେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟସ୍ଥି ପାଇଁ ଭାରତ ଏବଂ ପାକିସ୍ତାନକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ କହି ଭାରତ ଟ୍ରମ୍ପଙ୍କ ମଧ୍ୟସ୍ଥି ଅଫରକୁ ନା କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story