ଟିଆରପି ସ୍କାମ୍: 'ଇଣ୍ଡିଆ ଟୁଡେ' ଚ୍ୟାନେଲ ସିଏଫଓଙ୍କୁ ସମନ

ମୁମ୍ୱାଇ: ଗୋଟିଏ ପଟେ ମୁମ୍ୱାଇ ପୁଲିସ ଟିଆରପି ସ୍କାମରେ ରିପବ୍ଲିକ ଟିଭି ନାଁରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି। ଅନ୍ୟପଟେ ଇଡି ଏବେ ଇଣ୍ଡିଆ ଟୁଡେ ଚ୍ୟାନେଲର ଗ୍ରୁପ ସିଏଫଓ ଦୀନେଶ ଭାଟିଆଙ୍କୁ ସମନ କରିଛି। ମୁମ୍ୱାଇ ସ୍ଥିତ ଇଡି ଅଫିସରେ ସୋମବାର ଦୀନେଶ ହାଜର ହୋଇ ପକ୍ଷ ରଖିବେ ବୋଲି ଜଣାପଡିଛି। ସମନ୍ ହୋଇଥିବା ନେଇ ଇଣ୍ଡିଆ ଟୁଡେ କୌଣସି ପ୍ରତିକ୍ରିୟା ରଖିନାହିଁ ହେଲେ ଇଡିର ଜଣେ ବରିଷ୍ଠ ଅଧିକାରୀ ସମନ ବାବଦରେ ସୁନିଶ୍ଚିତ […]

INDIA-TODAY

INDIA-TODAY

Subhransu Sekhar
  • Published: Friday, 08 January 2021
  • Updated: 08 January 2021, 04:00 PM IST

ମୁମ୍ୱାଇ: ଗୋଟିଏ ପଟେ ମୁମ୍ୱାଇ ପୁଲିସ ଟିଆରପି ସ୍କାମରେ ରିପବ୍ଲିକ ଟିଭି ନାଁରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି। ଅନ୍ୟପଟେ ଇଡି ଏବେ ଇଣ୍ଡିଆ ଟୁଡେ ଚ୍ୟାନେଲର ଗ୍ରୁପ ସିଏଫଓ ଦୀନେଶ ଭାଟିଆଙ୍କୁ ସମନ କରିଛି। ମୁମ୍ୱାଇ ସ୍ଥିତ ଇଡି ଅଫିସରେ ସୋମବାର ଦୀନେଶ ହାଜର ହୋଇ ପକ୍ଷ ରଖିବେ ବୋଲି ଜଣାପଡିଛି। ସମନ୍ ହୋଇଥିବା ନେଇ ଇଣ୍ଡିଆ ଟୁଡେ କୌଣସି ପ୍ରତିକ୍ରିୟା ରଖିନାହିଁ ହେଲେ ଇଡିର ଜଣେ ବରିଷ୍ଠ ଅଧିକାରୀ ସମନ ବାବଦରେ ସୁନିଶ୍ଚିତ କରାଇଛନ୍ତି।

ଟିଆରପି ସ୍କାମରେ ବାର୍କ ଯେଉଁ ଏଫଆଇଆର ଦାଖଲ କରିଥିଲା ସେଥିରେ ଇଣ୍ଡିଆ ଟୁଡେର ନାଁ ଥିଲା। ହେଲେ ଅକ୍ଟୋବର ୮ରେ ଏହି ପ୍ରସଙ୍ଗରେ ପ୍ରେସ କନଫରେନସ କରି ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂ କହିଥିଲେ ସଂପୃକ୍ତ ଚ୍ୟାନେଲ ବିରୋଧରେ ପ୍ରମାଣ ନାହିଁ।

ଏହି ମାମଲାରେ ଫକ୍ତ ମରାଠୀ ଏବଂ ବକ୍ସ ସିନେମା ଚ୍ୟାନେଲର ମାଲିକଙ୍କୁ ଗିରଫ କରିଥିଲା ମୁମ୍ଵାଇ ପୁଲିସ। ଏମିତିକି ରିପବ୍ଲିକ ଟିଭିର ଦୁଇ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା। ପରେ ଜାମିନରେ ମୁକୁଳିଛନ୍ତି।

ସୂଚନାଯୋଗ୍ୟ, ଟିଆରପି ସ୍କାମରେ ବାର୍କ ଦ୍ୱାରା ପୂର୍ବରୁ ଇଣ୍ଡିଆ ଟୁଡେ ଦଣ୍ଡିତ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story