ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଏମିତି ରହିଛି ପାଣିପାଗ ସ୍ଥିତି

ଲଣ୍ଡନ: ଆଜି କ୍ରିକେଟ ବିଶ୍ୱକପରେ ଦେଖିବାକୁ ମିଳିବ ମହାମୁକିବାଲା। ଇଂଲଣ୍ଡର ମ୍ୟାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି। କାରଣ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଆଜି ମଇଦାନରେ ଲଢ଼ିବେ। ଆଜି ସକଳେ ପାଗ ଶୁଖିଲା ରହିଥିବା ବେଳେ ଟସ୍ ପଡ଼ିବା ବେଳକୁ ପାଗ ମେଘୁଆ ରହିବ ବୋଲି ଆକଳନ କରାଯାଉଛି। ଅପରାହ୍ନ ୫ଟା, ରାତି ୮ ଏବଂ ୯ଟାରେ ମେଘ ହେବ ବୋଲି ଆକଳନ କରାଯାଉଛି। ତେଣୁ ୫୦ ଓଭର […]

INDIA VS PAKISTAN

INDIA VS PAKISTAN

Subhransu Sekhar
  • Published: Sunday, 16 June 2019
  • Updated: 16 June 2019, 02:08 PM IST

Sports

Latest News

ଲଣ୍ଡନ: ଆଜି କ୍ରିକେଟ ବିଶ୍ୱକପରେ ଦେଖିବାକୁ ମିଳିବ ମହାମୁକିବାଲା। ଇଂଲଣ୍ଡର ମ୍ୟାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି। କାରଣ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଆଜି ମଇଦାନରେ ଲଢ଼ିବେ।

ଆଜି ସକଳେ ପାଗ ଶୁଖିଲା ରହିଥିବା ବେଳେ ଟସ୍ ପଡ଼ିବା ବେଳକୁ ପାଗ ମେଘୁଆ ରହିବ ବୋଲି ଆକଳନ କରାଯାଉଛି। ଅପରାହ୍ନ ୫ଟା, ରାତି ୮ ଏବଂ ୯ଟାରେ ମେଘ ହେବ ବୋଲି ଆକଳନ କରାଯାଉଛି। ତେଣୁ ୫୦ ଓଭର ମ୍ୟାଚ୍‌ ହେବାର ଆଶା କମ୍ ବୋଲି ଜଣାପଡ଼ିଛି।

ବିଶ୍ୱକପରେ ଏହି ଦୁଇ ଦଳ ସପ୍ତମ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବରୁ ମୋଟ ୬ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦଳ ଏବଂ ସମସ୍ତ ମ୍ୟାଚ୍‌ ଭାରତ ସପକ୍ଷରେ ଯାଇଛି।

ମ୍ୟାଚ୍‌ ପୂର୍ବରୁ ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଟ୍ୱିଟ୍ କରି କହିଛନ୍ତି, ଭାରତର ପଲା ଭାରି ରହିଛି। କିନ୍ତୁ ପାକିସ୍ତାନ ଟିମ୍ ନିରୁତ୍ସାହିତ ନହୋଇ ଅନ୍ତିମ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ। ପାକିସ୍ତାନ୍ ଟିମ୍ ସହିତ ଦେଶବାସୀଙ୍କ ଆଶୀର୍ବାଦ ରହିଛି।

ଏହି ମ୍ୟାଚକୁ ନେଇ ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଏବଂ ସଞ୍ଜୟ ମଞ୍ଜରେକର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ମ୍ୟାଚ ଆବେଗ ଏବଂ ଉତ୍ସାହ ଭରା ବୋଲି ଏମାନେ କହିଛନ୍ତି।

ମ୍ୟାଚକୁ ଦେଖିବା ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ମ୍ୟାଞ୍ଚେଷ୍ଟରରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story