ଇସ୍ତଫା ଦେଲେ ୧୨, ତେଲେଙ୍ଗାନା କଂଗ୍ରେସରେ ସଙ୍କଟ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସରେ ସଙ୍କଟ। ଜୋର ଧରିଛି ଗୋଷ୍ଠୀ କନ୍ଦଳ। ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଏବଂ ସୁବିଧାସୁଯୋଗ ଦିଆଯାଇଥିବାରୁ ଦଳୀୟ ନେତାମାନେ ବିଦ୍ରୋହ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଅନ୍ୟଦଳରୁ ତଥା ଟିଡିପି ଦଳରୁ ନେତାଙ୍କୁ ଆମଦାନୀ କରି କମିଟିରେ ପ୍ରମୁଖ ପଦପଦବୀ ଦିଆଯାଇଥିବାରୁ ଏହା […]

congress

congress

Tapas Behera
  • Published: Monday, 19 December 2022
  • Updated: 19 December 2022, 12:16 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସରେ ସଙ୍କଟ। ଜୋର ଧରିଛି ଗୋଷ୍ଠୀ କନ୍ଦଳ। ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଏବଂ ସୁବିଧାସୁଯୋଗ ଦିଆଯାଇଥିବାରୁ ଦଳୀୟ ନେତାମାନେ ବିଦ୍ରୋହ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଅନ୍ୟଦଳରୁ ତଥା ଟିଡିପି ଦଳରୁ ନେତାଙ୍କୁ ଆମଦାନୀ କରି କମିଟିରେ ପ୍ରମୁଖ ପଦପଦବୀ ଦିଆଯାଇଥିବାରୁ ଏହା ସେମାନଙ୍କ ପ୍ରତି ଅବହେଳାର ନୁମନା।

ସେମାନେ ଆହୁରି କହିଛନ୍ତି ଯେ, ତେଲଗୁ ଦେଶାମ ପାର୍ଟି ରାଜ୍ୟରେ ଏକଛତ୍ରବାଦୀ ଶାସନ ଚଳାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଏକ ଶକ୍ତ ଲଢ଼େଇ ଆବଶ୍ୟକ ବୋଲି ସେମାନେ କହଇନ୍ତି।  କେସିଆରକୁ ହଟାଇବା ପାଇଁ ଏକ  ବଡ଼ ଲଢ଼େଇ ଆବଶ୍ୟକତା ରହିଛି। ଇସ୍ତଫା ଦେଇଥିବା ସଦସ୍ୟଙ୍କ ମଧ୍ୟରେ ତେଲେଙ୍ଗାନା ବିଧାୟକ ସେଥକ୍କା ମଧ୍ୟ ଅଛନ୍ତି।

ଏନେଇ ୧୨ ଜଣ କଂଗ୍ରେସଦସ୍ୟ ନିଜର ନିଜର ଇସ୍ତଫାପତ୍ର ଦେଇଛନ୍ତି। । ସେଥିରେ ଉଲେଖ ଅଛି ଯେ, ରାଜ୍ୟ କଂଗ୍ରେସ କମିଟିରେ ୫୦ ପ୍ରତିଶତ ସଦସ୍ୟ  ବାହାରୁ ଅଛନ୍ତି। ଯେଉଁମାନେ ଟିଡିପି ଛାଡ଼ି କଂଗ୍ରେସରେ ମିଶିଛନ୍ତି। ଏହି ନିଷ୍ପତ୍ତି ସେମାନଙ୍କୁ ଆଘାତ ପହଞ୍ଚାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story