ଚାଇନା ପ୍ରଡକ୍ଟକୁ ବୟକଟ ପାଇଁ ନାରା ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା  ମୁହାଁମୁହିଁକୁ ନେଇ ପୁଣି ଥରେ ବୟକଟ ନାରା ଦେଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ  ଚାଇନା ଉତ୍ପାଦକୁ ବୟକଟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା। ଆମ ସେନା ଦେଶର ଗର୍ବ ବୋଲି ଦିଲ୍ଲୀ ସେ […]

arvind-kejriwal

arvind-kejriwal

Tapas Behera
  • Published: Sunday, 18 December 2022
  • Updated: 18 December 2022, 04:14 PM IST

Sports

Latest News

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା  ମୁହାଁମୁହିଁକୁ ନେଇ ପୁଣି ଥରେ ବୟକଟ ନାରା ଦେଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ  ଚାଇନା ଉତ୍ପାଦକୁ ବୟକଟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା। ଆମ ସେନା ଦେଶର ଗର୍ବ ବୋଲି ଦିଲ୍ଲୀ ସେ କହିଥିଲେ। ମୁଁ ଯବାନଙ୍କର ସାହସକୁ ନମସ୍କାର କରୁଛି। ଆହତ ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ମୁଁ ସେମାନଙ୍କର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ପୂର୍ବରୁ କେଜ୍ରିୱାଲ ଚୀନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି। କେଜ୍ରିୱାଲ କହିଥିଲେ ଯେ, ଆମେ କାହିଁକି ଚାଇନା ସହିତ ଆମର ବାଣିଜ୍ୟ ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି । ଆମଦାନୀ ବନ୍ଦ କରିଦେଲେ ଚୀନ୍ ଏକ ଶିକ୍ଷା ପାଇବ ଏବଂ ଭାରତ ରୋଜଗାର ପାଇବ। ତୱାଙ୍ଗ ସେକ୍ଟରର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଡିସେମ୍ବର ୯ରେ ଭାରତ ଏବଂ ଚୀନ୍‌ର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା  ​​ଯେଉଁଥିରେ ଉଭୟ ପାର୍ଶ୍ୱରୁ କିଛି ସୈନିକ ଆହତ ହୋଇଥିଲେ।

ପୂର୍ବ ଲଦାଖରେ ୩୦ ମାସରୁ ଅଧିକ ସମୟ ଧରି ଚାଲିଥିବା ସୀମା ବିବାଦ ମଧ୍ୟରେ ଗତ ୯ ତାରିଖରେ ଏହି ସମ୍ବେଦନଶୀଳ କ୍ଷେତ୍ର (ତାୱାଙ୍ଗ)ରେ ପିଏଲ୍‌ଏ (ପିପୁଲ୍ସ ଲିବରେସନ ଆର୍ମି) ସୈନିକମାନେ ୟାଙ୍ଗସେ ଅଞ୍ଚଳ‌ରେ ସ୍ଥିତାବସ୍ଥା‌ ପରିବର୍ତ୍ତନ ଉଦ୍ୟମ କରି ଭାରତୀୟ ସୀମା ଅତିକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ଯବାନ ସେମାନଙ୍କୁ କଡ଼ା ଜବାବ ଦେଇ ଘଉଡ଼ାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story