କଲେଜ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ପାଣାଜି: ଗୋଆରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ  ଉଦ୍ଧାର କରାଯାଇଛି। ଯୁବତୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ଯୁବତୀ ଜଣକରପରିଚୟ ମିଳିଛି। ତାଙ୍କ ନାମ କବିତା ଦଲଭୀ ବୋଲି ପୁଲିସ କହିଛି। କ୍ୱେପେ ସରକରୀ କଲେଜରେ କବିତା ପ୍ରଥମ ବର୍ଷର ଜଣେ କମର୍ସ ଛାତ୍ରୀ ଥିଲେ। ପୁଲିସର କହିବା ଅନୁଯାୟୀ କବିତାଙ୍କ ଘର ଖାନପୁରରେ। ଦକ୍ଷିଣ ଗୋଆର ଚୋଚୋରେମରେ କବିତା ଭଡ଼ା ଘରେ ରହି ପାଠ ପଢ଼ୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଯୁବତୀଙ୍କ […]

sucide

sucide

Tapas Behera
  • Published: Saturday, 12 March 2022
  • Updated: 12 March 2022, 05:10 PM IST

Sports

Latest News

ପାଣାଜି: ଗୋଆରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ  ଉଦ୍ଧାର କରାଯାଇଛି। ଯୁବତୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ଯୁବତୀ ଜଣକରପରିଚୟ ମିଳିଛି। ତାଙ୍କ ନାମ କବିତା ଦଲଭୀ ବୋଲି ପୁଲିସ କହିଛି। କ୍ୱେପେ ସରକରୀ କଲେଜରେ କବିତା ପ୍ରଥମ ବର୍ଷର ଜଣେ କମର୍ସ ଛାତ୍ରୀ ଥିଲେ। ପୁଲିସର କହିବା ଅନୁଯାୟୀ କବିତାଙ୍କ ଘର ଖାନପୁରରେ।

ଦକ୍ଷିଣ ଗୋଆର ଚୋଚୋରେମରେ କବିତା ଭଡ଼ା ଘରେ ରହି ପାଠ ପଢ଼ୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଯୁବତୀଙ୍କ ମୃତ ଦେହକୁ ଏକ ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପୁଲିସକୁ ପରିବାର ଲୋକେ ସୂଚନା ଦେଇଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story