ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସୋପୋରର ନାଥିପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଜମ୍ମୁ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ଥିବା ସୂଚନା ପାଇ ସୁରକ୍ଷାକର୍ମୀ ବୋମୋଇ ଅଞ୍ଚଳର ନାଥିପୋରାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସେ କହିଛନ୍ତି, ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ପ୍ରତିଆକ୍ରମଣ କରି ଗୁଳି […]

sopore

sopore

Ranjit Kumar Jena
  • Published: Tuesday, 04 May 2021
  • Updated: 04 May 2021, 11:44 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସୋପୋରର ନାଥିପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଜମ୍ମୁ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ଥିବା ସୂଚନା ପାଇ ସୁରକ୍ଷାକର୍ମୀ ବୋମୋଇ ଅଞ୍ଚଳର ନାଥିପୋରାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।

ସେ କହିଛନ୍ତି, ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ପ୍ରତିଆକ୍ରମଣ କରି ଗୁଳି ବିନିମୟ କରିଥିଲେ। ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ଜାରି କରାଯାଇଥିବା ଅଫିସିଆଲ୍ ବିବୃତ୍ତିରେ କୁହାଯାଇଛି ଯେ ଏହି ଏନକାଉଣ୍ଟରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ଲସ୍କର-ଏ-ତୋଏବା ସହ ଜଡ଼ିତ ଥିଲେ । ସେଥିମଧ୍ୟରୁ ୱାସିମ୍ ଅହମ୍ମଦ, ଯିଏ ହାଟଲଙ୍ଗରେ ରହୁଥିବା ବେଳେ ଅନ୍ୟ ଜଣକ ହେଲା ହମାସ ଓରଫ ଅସରାର ଓରଫ୍ ସରିଆ ବୋଲି ଜଣାପଡ଼ିଛି । ପୁଲିସ୍ ଅଧିକାରୀ ଜଣକ କହିଛନ୍ତି, ଦୁହେଁ ମାର୍ଚ୍ଚ, ୨୦୧୮ରୁ ଉତ୍ତର କଶ୍ମୀରରେ ସକ୍ରିୟ ଥିଲେ ।

ସତର୍କତା ଅବଲମ୍ବନ କରି ପୁଲିସ୍ ଓ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଖାଲି କରିଦେଇଛି । ଏହାସହ ଅତିରିକ୍ତ ଯବାନକୁ ବାହ୍ୟ ରାସ୍ତାରେ ନିୟୋଜିତ କରିଛି । ଲୋକଙ୍କୁ ଘଟଣାସ୍ଥଳକୁ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀ କହିଛନ୍ତି, ଏହି ଏନକାଉଣ୍ଟରରେ କୌଣସି ନାଗରିକଙ୍କୁ କ୍ଷତି ପହଞ୍ଚି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story