ସ୍କୁଲ୍ ଯାଇ ୨୭ ଛାତ୍ର କରୋନାରେ ଆକ୍ରାନ୍ତ

ହାଇଦ୍ରାବାଦ: କେନ୍ଦ୍ର ସରକାର ଗାଇଡଲାଇନ୍ ସହ ସ୍କୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହିକ୍ରମରେ କିଛି ରାଜ୍ୟ କଟକଣା ସହ ସ୍କୁଲ୍ ଖୋଲିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ସ୍କୁଲ୍ ଯାଇ ୨୭ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମିତି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟନଗରରେ। ବିଜୟନଗରରେ ୨୭ଜଣ ଛାତ୍ରଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ଏଥିପାଇଁ ସେମାନେ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ବିଜୟନଗରର ଦୁଇଟି ଜିଲ୍ଲା ପରିଷଦ ହାଇସ୍କୁଲର […]

student

student

Ranjit Kumar Jena
  • Published: Tuesday, 06 October 2020
  • Updated: 06 October 2020, 03:36 PM IST

Sports

Latest News

ହାଇଦ୍ରାବାଦ: କେନ୍ଦ୍ର ସରକାର ଗାଇଡଲାଇନ୍ ସହ ସ୍କୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହିକ୍ରମରେ କିଛି ରାଜ୍ୟ କଟକଣା ସହ ସ୍କୁଲ୍ ଖୋଲିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ସ୍କୁଲ୍ ଯାଇ ୨୭ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମିତି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟନଗରରେ। ବିଜୟନଗରରେ ୨୭ଜଣ ଛାତ୍ରଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ଏଥିପାଇଁ ସେମାନେ ଅଧିକାରୀଙ୍କୁ ଦାୟୀ କରିଛନ୍ତି।

ବିଜୟନଗରର ଦୁଇଟି ଜିଲ୍ଲା ପରିଷଦ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ୨୭ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଛାତ୍ର ନିଜ ନିଜର ଏକ୍ସଟ୍ରା କ୍ଲାସ୍ ପାଇଁ ସ୍କୁଲ୍‌ ଯାଉଥିଲେ। ତେବେ ଶିକ୍ଷାବିଭାଗର ଅଧିକାରୀଙ୍କ କହିବା ମୁତାବକ, ସ୍କୁଲରେ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା ଏବଂ ଛାତ୍ରଙ୍କୁ ଏହି ସଂକ୍ରମଣ ବାହାରୁ ହୋଇଥାଇପାରେ। ଏହାବ୍ୟତୀତ ଯେଉଁ ଛାତ୍ରମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ସ୍ଥାନୀୟ ହାଇସ୍କୁଲରେ ଅଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ଅକ୍ଟୋବର ୫ ତାରିଖରୁ ପୁଣିଥରେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନା ମାମଲା ଲଗାତର ବଢ଼ିବାରୁ ସରକାର ନିଜ ନିଷ୍ପତ୍ତି ବଦଳାଇ ଏହି ତାରିଖ ନଭେମ୍ବର ୨ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story