ପୁଲୱାମା ଆକ୍ରମଣଙ୍କୁ ପୂରିଲା ୩ ବର୍ଷ, ସହିଦ ଯବାନଙ୍କୁ ମନେପକାଉଛି ଦେଶ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱମା ଆକ୍ରମଣକୁ ପୂରିଲା ତୃତୀୟ ବର୍ଷ। ସାରା ଦେଶରେ ଆଜି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଓ ସାଧାରଣ ଜନତା ସମସ୍ତେ  ବୀର ସହିଦ ଯବାନଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ପୁଲଓ୍ୱାମା ରାଜପଥ ଉପରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ବିସ୍ଫୋରକ ବୋଝେଇ ଗାଡ଼ି ସହ ଆତ୍ମଘାତୀ ଆକ୍ରମଣ କରିଥିଲା ପାକିସ୍ତାନର ଆତଙ୍କବାଦୀ […]

Pulwama attack

Pulwama attack

Madhupriya Mistry
  • Published: Monday, 14 February 2022
  • Updated: 14 February 2022, 12:01 PM IST

Sports

Latest News

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱମା ଆକ୍ରମଣକୁ ପୂରିଲା ତୃତୀୟ ବର୍ଷ। ସାରା ଦେଶରେ ଆଜି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଓ ସାଧାରଣ ଜନତା ସମସ୍ତେ  ବୀର ସହିଦ ଯବାନଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ପୁଲଓ୍ୱାମା ରାଜପଥ ଉପରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ।

ବିସ୍ଫୋରକ ବୋଝେଇ ଗାଡ଼ି ସହ ଆତ୍ମଘାତୀ ଆକ୍ରମଣ କରିଥିଲା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତଙ୍କବାଦୀ। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଯବାନ ଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ  କଟକ ନିଆଳିରୁ ମନୋଜ କୁମାର ବେହେରା।

ଆକ୍ରମଣ ପଛରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ହାତ ଥିବା ଜଣାପଡ଼ିଥିଲା। ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ପୁଲଓ୍ୱାମା ଆକ୍ରମଣର କଡ଼ା ଜବାବ ଦେବା ଲାଗି ସେନା ବାହିନୀକୁ ଅନୁମତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଇଚ୍ଛାରେ ସମୟ ଦେଖି ଜବାବ ଦେବାକୁ କହିଥିଲେ।

ଏହାପରେ ଫେବ୍ରୁଆରୀ ୨୬ ଓ ୨୭ ରାତିରେ ଭାରତ ପକ୍ଷରୁ ବାଲାକୋଟ୍‌ରେ ଥିବା ଜେଇଏମ୍ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ତା' ପରଦିନ ପାକିସ୍ତାନ ପକ୍ଷରୁ ଏହାର ଜବାବ ଦେବାକୁ ଉଦ୍ୟମ ହୋଇଥିଲା। ହେଲେ ଏହାକୁ ଭାରତ ପକ୍ଷରୁ ବିଫଳ କରାଯାଇଥିଲା। ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬କୁ ଖସାଇବା ସହ ମିଗ୍-୨୧ରୁ ଖସି ପଡ଼ିଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନବ ବର୍ତ୍ତମାନ। ତାଙ୍କୁ ପାକିସ୍ତାନ ନିଜ ଅକ୍ତିଆରକୁ ନେଇଥିଲେ ବି ପର ମୁହୂର୍ତ୍ତରେ ଛାଡ଼ିବାକୁ ବାଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story