ଅନ୍ତିମ ସଂସ୍କାରରୁ ଫେରୁଥିଲେ, ଚାଲିଗଲା ୪ ପୁଲିସ୍ କନଷ୍ଟେବଳଙ୍କ ଜୀବନ

ବିଶାଖାପାଟଣା (ଯଶୋବନ୍ତ ପାଢୀ): ଅନ୍ତିମ ସଂସ୍କାର ସାରି ଫେରୁଥିଲେ। ଆଉ ଦୁର୍ଘଟଣାରେ ଚାଲିଗଲା ୪ ପୁଲିସ୍ କନଷ୍ଟେବଳଙ୍କ ଜୀବନ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର – ଶ୍ରୀକାକୁଲମକୁ ସଂଯୋଗ କରୁଥିବା ୫ ନମ୍ବର ଜାତୀୟ ରାଜପଥରେ। ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୁଲିସର ୪ ଜଣ ସଶସ୍ତ୍ର ରିଜର୍ଭ ପୁଲିସ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, କନଷ୍ଟେବଳମାନେ ଓଡ଼ିଶା – ଆନ୍ଧ୍ରପ୍ରଦେଶ […]

accident

accident

Ranjit Kumar Jena
  • Published: Monday, 23 August 2021
  • Updated: 23 August 2021, 06:16 PM IST

ବିଶାଖାପାଟଣା (ଯଶୋବନ୍ତ ପାଢୀ): ଅନ୍ତିମ ସଂସ୍କାର ସାରି ଫେରୁଥିଲେ। ଆଉ ଦୁର୍ଘଟଣାରେ ଚାଲିଗଲା ୪ ପୁଲିସ୍ କନଷ୍ଟେବଳଙ୍କ ଜୀବନ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର - ଶ୍ରୀକାକୁଲମକୁ ସଂଯୋଗ କରୁଥିବା ୫ ନମ୍ବର ଜାତୀୟ ରାଜପଥରେ।

ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୁଲିସର ୪ ଜଣ ସଶସ୍ତ୍ର ରିଜର୍ଭ ପୁଲିସ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, କନଷ୍ଟେବଳମାନେ ଓଡ଼ିଶା - ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଥିବା ଇଚ୍ଛାପୁରମ ନିକଟରେ ଏକ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାର ରୀତିନୀତିରେ ଯୋଗଦେବା ପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ।

ସେମାନେ ପାଲାସା ପାଖାପାଖି ହୋଇଥିବା ବେଳେ ହଠାତ୍ ସେମାନଙ୍କ ବୋଲେରୋ ଗାଡ଼ିର ଆଗ ପଟ ଟାୟାର ଫାଟି ଯାଇଥିଲା। ଯାହା ଫଳରେ ଗାଡ଼ିଟି ରାସ୍ତା ଡିଭାଇଡରକୁ ଧକ୍କା ଦେଇଥିଲା। ଯାହା ଫଳରେ ଗାଡ଼ିଟି ରାସ୍ତାର ଆରପାର୍ଶ୍ୱକୁ ଖସି ପଡ଼ିଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟକ୍କ ବୋଲେରୋଙ୍କୁ ଜୋରଦାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୪ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ପାଇ ପାଲାସା ପୁଲିସ ଥାନାର କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story