୪ ମାସର ଛୁଆକୁ ଛାତ ତଳକୁ ଫିଙ୍ଗି ମାରିଦେଲେ ମାଙ୍କଡ଼ପଲ

ବରେଲି(ୟୁପି) ମୃତ୍ୟୁ କେମିତି କାହା ଭାଗ୍ୟରେ ଲେଖା ତାହା କେବଳ ବିଧାତାକୁ ହିଁ ଜଣା। ଏତେ ସନ୍ତର୍ପଣରେ ଆସି କାଳ ଯେ, ହାତ ମୁଠାରୁ ଜୀବନ ଛଡ଼ାଇ ନେଇ ପାରେ ତାହା କଳ୍ପନା ବାହାରେ। ହଁ ଘଟଣାଟି ସେମିତି। ଏକ ଅଦ୍ଭୁତ ଘଟଣା କ୍ରମରେ ମାଙ୍କଡ଼ ପଲ ଆସି ଏକ ୪ ମାସର ଛୁଆକୁ ତା’ବାପା-ମାଙ୍କ ଠାରୁ ଛଡ଼ାଇ ନେଇ ଫିଙ୍ଗି ଦେଇ ମାରିଦେଇଛନ୍ତି । ଉତ୍ତରପ୍ରଦେଶ ଗ୍ରାମାଞ୍ଚଳ ବରେଲି ଏଭଳି ଘଟଣା  ଘଟିଛି। ୪ ମାସର […]

monkey

monkey

Tapas Behera
  • Published: Sunday, 17 July 2022
  • Updated: 17 July 2022, 09:44 PM IST

Sports

Latest News

ବରେଲି(ୟୁପି) ମୃତ୍ୟୁ କେମିତି କାହା ଭାଗ୍ୟରେ ଲେଖା ତାହା କେବଳ ବିଧାତାକୁ ହିଁ ଜଣା। ଏତେ ସନ୍ତର୍ପଣରେ ଆସି କାଳ ଯେ, ହାତ ମୁଠାରୁ ଜୀବନ ଛଡ଼ାଇ ନେଇ ପାରେ ତାହା କଳ୍ପନା ବାହାରେ। ହଁ ଘଟଣାଟି ସେମିତି। ଏକ ଅଦ୍ଭୁତ ଘଟଣା କ୍ରମରେ ମାଙ୍କଡ଼ ପଲ ଆସି ଏକ ୪ ମାସର ଛୁଆକୁ ତା’ବାପା-ମାଙ୍କ ଠାରୁ ଛଡ଼ାଇ ନେଇ ଫିଙ୍ଗି ଦେଇ ମାରିଦେଇଛନ୍ତି । ଉତ୍ତରପ୍ରଦେଶ ଗ୍ରାମାଞ୍ଚଳ ବରେଲି ଏଭଳି ଘଟଣା  ଘଟିଛି। ୪ ମାସର ଛୁଆକୁ  ମାଙ୍କଡ଼ ଦଳ ୩ ତାଲା ଛାତରୁ ଫିଙ୍ଗିବା ପରେ ତାର ମୃତ୍ୟୁ ଘଟିଛି। ଯାହା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡ଼ନ ସୃଷ୍ଟି କରିଛି ।

ବରେଲିର ମୁଖ୍ୟ ବନ ସଂରକ୍ଷକ ଲଲିତ ବର୍ମା ଏହି ସୂଚନା ଦେଇଛନ୍ତି। ଘଟଣା ଜାଣିବା ପରେ ଜଙ୍ଗଲ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ନିରଦେଶ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ନିଜ ବାସଭବନର ଛାତ ଉପରେ ବୁଲୁଥିଲେ। ସାଙ୍ଗରେ ୪ ମାସ ଛୁଆକୁ ମଧ୍ୟ ଧରିଥିଲେ। ଏହି ସମୟରେ ଦଳେ ମାଙ୍କଡ଼ ଉକ୍ତ ଛାତ ଉପରକୁ ଆସି ସେମାନଙ୍କୁ ଘେରି ଯାଇଥିଲେ।

ମାଙ୍କଡ଼ମାନଙ୍କୁ ଉଭୟ ସ୍ୱାମୀ-ସ୍ତ୍ରୀ ଘଉଡ଼ାଇବା ପାଇଁ ଚେଷ୍ଟା କରି ସେମାନଙ୍କ କବଳରୁ ଖସିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମାଙ୍କଡ଼ମାନେ ନିରଦେଶଙ୍କୁ ଘେରିଯାଇଥିଲେ। ନିରଦେଶ ଭୟଭୀତ ହୋଇ ଶିଡ଼ି ଆଡ଼କୁ ଦଉଡ଼ିଥିଲେ।  ହେଲେ ତାଙ୍କ ହାତରେ ଥିବା ୪ ମାସର ଛୁଆଟି ଦୁର୍ଭାଗ୍ୟବସତଃ ଖସିପଡ଼ିଥିଲା। ଏହି ସମୟରେ ମାଙ୍ଗଡ଼ ପଲ ଛୁଆଟିକୁ ଟେକିନେଇ ଛାତ ଉପରୁ ଫିଙ୍ଗି ଦେଇଥିଲେ।। ଫଳରେ ନବଯାତ ଶିଶୁଟିର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story