ଆତଙ୍କବାଦୀ ଆକ୍ରମଣ: କାଲି ଗୁଳିମାଡ଼, ଆଜି ଆଇଇଡି ବ୍ଲାଷ୍ଟ, ୫ ଆହତ

ଶ୍ରୀନଗର: ଆଜି ପୁଣିଥରେ ଘଟିରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତକାଲି ଯେଉଁଠି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ ସେଠି ଆଜି ଆଇଇଡି ବ୍ଲାଷ୍ଟ ହୋଇଛି। ବିସ୍ଫୋରଣରେ ଦୋହଲିଛି ଜମ୍ମୁକଶ୍ମୀରର ରଜୌରୀ ଅଞ୍ଚଳ। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିବା ସହ ୫ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ୫ ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ଅଛନ୍ତି। ଏମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି […]

explosion-in-rajouri

explosion-in-rajouri

Madhupriya Mistry
  • Published: Monday, 02 January 2023
  • Updated: 02 January 2023, 12:24 PM IST

Sports

Latest News

ଶ୍ରୀନଗର: ଆଜି ପୁଣିଥରେ ଘଟିରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତକାଲି ଯେଉଁଠି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ ସେଠି ଆଜି ଆଇଇଡି ବ୍ଲାଷ୍ଟ ହୋଇଛି। ବିସ୍ଫୋରଣରେ ଦୋହଲିଛି ଜମ୍ମୁକଶ୍ମୀରର ରଜୌରୀ ଅଞ୍ଚଳ। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିବା ସହ ୫ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ୫ ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ଅଛନ୍ତି। ଏମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଆତଙ୍କୀ ହମ୍‌ଲାରେ ପ୍ରାଣ ହରାଇଥିବା ହିନ୍ଦୁମାନଙ୍କ ଘର ଉପରକୁ ଟାର୍ଗେଟ୍ କରି ଏହି ଆଇଇଡି ବ୍ଲାଷ୍ଟ କରାଯାଇଥିବା କୁହାଯାଉଛି।

ସେପଟେ ଏହି ବିସ୍ଫୋରଣ ପରେ ଗାଁରେ କଡା ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ଏଥିସହ ପ୍ରତି କୋଣ ଅନୁକୋଣରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି। ସେପଟେ ରଜୌରୀରେ ହୋଇଥିବା ଏହି ଟାର୍ଗେଟ୍ କିଲିଂ ପାଇଁ ଟିଆର୍‌ଏଫ୍ ନିଜକୁ ଦାୟୀ କରିଛି।

ଗତକାଲି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିରୋଧର କରି ରଜୌରୀର ଦାଙ୍ଗରୀ ଛକରେ ବିରୋଧ ପ୍ରଦର୍ଶନ ଚାଲିଥିଲା। ଘାଟିରେ ଯେଉଁଭଳି ହିନ୍ଦୁମାନଙ୍କୁ ଟାର୍ଗେଟ୍ କରାଯାଉଛି ତାକୁ ବିରୋଧ କରି ଅଧିକାଂଶ ଲୋକ ଏକାଠି ହୋଇଥିଲେ। ଗତକାଲି ପ୍ରାଣ ହରାଇଥିବା ୪ ଜଣଙ୍କ ମୃତଦେହ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ଓ ପ୍ରଶାସନ ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story