ଶିଳାନ୍ୟାସର ୫ ବର୍ଷ ପରେ ନାଗପୁର ଏମ୍ସର ଉଦ୍‌ଘାଟନ କଲେ ମୋଦି

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁର ଏମ୍ସ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ୍ ସିଦ୍ଧେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ। ୫ ବର୍ଷ ପୂର୍ବେ ୨୦୧୭ ମସିହାରେ ମୋଦି ଏହି ମେଡିକାଲର ଶିଳାନ୍ୟାସ କରିଥିଲେ। ୧୫୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ଏଡି ମେଡିକାଲ […]

iop11

iop11

Tapas Behera
  • Published: Sunday, 11 December 2022
  • Updated: 11 December 2022, 06:43 PM IST

Sports

Latest News

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁର ଏମ୍ସ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ୍ ସିଦ୍ଧେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ। ୫ ବର୍ଷ ପୂର୍ବେ ୨୦୧୭ ମସିହାରେ ମୋଦି ଏହି ମେଡିକାଲର ଶିଳାନ୍ୟାସ କରିଥିଲେ। ୧୫୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ଏଡି ମେଡିକାଲ ପାଇଁ  ବିଦର୍ଭ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story