କର୍ମଚାରୀଙ୍କୁ ନୂଆ ବର୍ଷ ଭେଟି ଦେବେ କେନ୍ଦ୍ର ସରକାର : ବଢ଼ିବ ଦରମା !

ନୂଆଦିଲ୍ଲୀ: ଦୀପାବଳି ବୋନସ ପରେ ରେଳ କର୍ମଚାରୀଙ୍କୁ ନୂଆ ବର୍ଷ ଭେଟି ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ନୂଆ ବର୍ଷରୁ ବର୍ଦ୍ଧିତ ଦରମା ପାଇପାରନ୍ତି କେନ୍ଦ୍ର ରେଳ କର୍ମଚାରୀ । ଏନେଇ ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ହାଉସ୍‌ ରେଣ୍ଟ ଆଲାଉନ୍ସ (HRA)  ନେଇ ଦାବି ଉଠିବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଚାର ଆରମ୍ଭ ହୋଇଛି। ତେବେ ପ୍ରାଥମିକ […]

govt

govt

Tapas Behera
  • Published: Saturday, 06 November 2021
  • Updated: 06 November 2021, 06:34 PM IST

Sports

Latest News

ନୂଆଦିଲ୍ଲୀ: ଦୀପାବଳି ବୋନସ ପରେ ରେଳ କର୍ମଚାରୀଙ୍କୁ ନୂଆ ବର୍ଷ ଭେଟି ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ନୂଆ ବର୍ଷରୁ ବର୍ଦ୍ଧିତ ଦରମା ପାଇପାରନ୍ତି କେନ୍ଦ୍ର ରେଳ କର୍ମଚାରୀ । ଏନେଇ ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ହାଉସ୍‌ ରେଣ୍ଟ ଆଲାଉନ୍ସ (HRA)  ନେଇ ଦାବି ଉଠିବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଚାର ଆରମ୍ଭ ହୋଇଛି।

ତେବେ ପ୍ରାଥମିକ ଦାବି ଅନୁଯାୟୀ, ଏମିତି ଏକ ପ୍ରସ୍ତାବକୁ ରେଳ ବୋର୍ଡକୁ ଅନୁମୋଦନ ପାଇଁ ପଠାଯାଇଛି। ପ୍ରସ୍ତାବ ଅନୁମୋଦନ ପରେ, କର୍ମଚାରୀମାନେ ଜାନୁଆରୀ ୨୦୨୧ରୁ ନୂଆ HRA ପାଇବେ। ଭାରତୀୟ ରେଳ ବୈଷୟକି ସୁପରଭାଇଜର ସଂଘ (IRTSA) ଏବଂ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଲୱେମ୍ୟାନ୍ (NFIR) ପକ୍ଷରୁ HRA ବୃଦ୍ଧି ନେଇ ଦାବି କରାଯାଇଥିଲା।  ଖାଲି ସେତିକି ନୁହେଁ ସେମାନଙ୍କ ମହଙ୍ଗା ଭତ୍ତା ବି ବୃଦ୍ଧି ହୋଇପାରେ। ସପ୍ତମ ବେତନ ଆୟୋଗର ପେ ମ୍ୟାଟ୍ରିକ୍ସ ଅନୁଯାୟୀ କର୍ମଚାରୀଙ୍କ ଡିଏ ଏବଂ ଏଚଆରଏ ବଢ଼ିଲେ ଦରମା ମଧ୍ୟ ବୃଦ୍ଧି ହେବ।

ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, ଯେତେବେଳେ ଡିଏ ୨୫ ପ୍ରତିଶତ ଅତିକ୍ରମ କରିବ, ସେତେବେଳେ HRA ମଧ୍ୟ ବୃଦ୍ଧି ପାଇବ। ଏହା ୮,୧୬,୨୪ ପ୍ରତିଶତରୁ ୯, ୧୮ଏବଂ ୨୭ ପ୍ରତିଶତକୁ ବୃଦ୍ଧି ପାଇପାରେ। ତେଣୁ ଯଦି ଜଣକର ମାସିକ ବେଶିକ୍‌ ଦରମା ୩୦,୦୦୦ ଟଙ୍କା ହୋଇଥାଏ ତେବେ ସେ ପ୍ରାୟ ୫୪୦୦ ରୁ ୮୧୦୦ ଟଙ୍କା ଲାଭ ପାଇବେ। ଘର ଭଡା ଭତ୍ତା ମାସକୁ ସର୍ବନିମ୍ନ ୫୪୦୦ ଟଙ୍କା ସ୍ଥିର କରାଯାଇଛି । ଏହାଠାରୁ ଆଉ କମ୍ ହୋଇପାରିବ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story