ୟୁ ଟର୍ଣ୍ଣ ନେଲେ ମେଘାଳୟ ରାଜ୍ୟପାଳ: କାଲି କହିଥିଲେ ମୋଦି ଅହଙ୍କାରୀ, ଆଜି ଜିଭ ଥରିଲା  

ନୂଆଦିଲ୍ଲୀ: ଦିନକ ମଧ୍ୟରେ ୟୁ ଟର୍ଣ୍ଣ ନେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଆଜି ହଠାତ୍‌ ମତ ବଦଳାଇଛନ୍ତି ସତ୍ୟପାଲ ମଲ୍ଲିକ। କହିଛନ୍ତି ଅମିତ ଶାହଙ୍କ ବିଷୟରେ ଯାହା କହିଛି ତାହା ଠିକ୍‌ ନୁହେଁ। ମୋଦି ଏବଂ ଅମିତ ଶାହଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ମୋଦିଙ୍କ ବିଷୟରେ କୌଣସି ଅସମ୍ମାନଜନକ ଟିପ୍ପଣୀ ଦେଇ ନାହାନ୍ତି ଅମିତ ଶାହ। ମେଘାଳୟ […]

satyapal

satyapal

Tapas Behera
  • Published: Monday, 03 January 2022
  • Updated: 04 January 2022, 08:35 AM IST

Sports

Latest News

ନୂଆଦିଲ୍ଲୀ: ଦିନକ ମଧ୍ୟରେ ୟୁ ଟର୍ଣ୍ଣ ନେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଆଜି ହଠାତ୍‌ ମତ ବଦଳାଇଛନ୍ତି ସତ୍ୟପାଲ ମଲ୍ଲିକ। କହିଛନ୍ତି ଅମିତ ଶାହଙ୍କ ବିଷୟରେ ଯାହା କହିଛି ତାହା ଠିକ୍‌ ନୁହେଁ। ମୋଦି ଏବଂ ଅମିତ ଶାହଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ମୋଦିଙ୍କ ବିଷୟରେ କୌଣସି ଅସମ୍ମାନଜନକ ଟିପ୍ପଣୀ ଦେଇ ନାହାନ୍ତି ଅମିତ ଶାହ। ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିୟମିତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ ସତ୍ୟପାଲ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜଣେ ଅହଙ୍ଗାରୀ ବୋଲି ସତ୍ୟପାଲ ଅଭିଯୋଗ ଆଣିଥିଲେ। ଯେତେବେଳେ କୃଷି ବିଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ତାହା ଯୁକ୍ତି ତର୍କରେ ଶେଷ ହୋଇଥିଲା ବୋଲି କହିଥିଲେ ସତ୍ୟପାଲ । ହରିୟାଣାର ଦାଦ୍ରିରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସତ୍ୟପାଲ ଏକଥା କହିଥିଲେ। ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
https://twitter.com/kharge/status/1477875653521276928?s=20

ସେ କହିଥିଲେ ଯେ, ମୁଁ ଚାଷୀଙ୍କ ବିଷୟରେ ଆଲୋଚନା ପାଇଁ ମୋଦିଙ୍କ ପାଖକୁ ଯାଇଥିଲି। ହେଲେ ମାତ୍ର ୫ମିନିଟରେ ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।  ସେ ସମୟରେ ପ୍ରଧାନମନ୍ତ୍ରୀ ‘ଅହଙ୍କାରୀ’ ସ୍ୱଭାବର ଥିଲେ। ଯେତେବେଳେ ମୁଁ କହିଲି ଆମର ୫୦୦ ଲୋକ ମରିଗଲେଣି। ସେ କହିଲେ ସେମାନେ କଣ ମୋ ପାଇଁ ମରିଛନ୍ତି। ମୁଁ କହିଲି ଆପଣଙ୍କ ପାଇଁ ହିଁ ମରିଛନ୍ତି।  ଯେହେତୁ ଆପଣ ରାଜା ଅଛନ୍ତି । ଏଥିରେ ଆମ ଦୁହିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ କହିଲେ ଆପଣ ଅମିତ ଶାହଙ୍କୁ ଭେଟନ୍ତୁ। ମୁଁ  ଅମିତ ଶାହଙ୍କୁ ଭେଟିଲି । ଅମିତ ଶାହ ମଧ୍ୟ ମୋଦିଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ। ପ୍ରଧାନମନ୍ତ୍ରୀ ପାଗଳ ବୋଲି ଅମିତ ଶାହ କହିଥିଲେ।  ଏମିତି  ଅନେକ ସାଂଘାତିକ ଅଭିଯୋଗ କରିଛନ୍ତି ସତ୍ୟପାଲ। ଏହା ପରେ ଗତକାଲି  ଗଣମାଧ୍ୟମ ପ୍ରତିନିଧିମାନେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ପ୍ରଶ୍ନ କରିଥିଲେ।

ଉତ୍ତରରେ ସତ୍ୟପାଲ କହିଥିଲେ ଯେ, ପ୍ରଧାମନ୍ତ୍ରୀଙ୍କ ପାଖରେ କହିବା ପାଇଁ ଆଉ କଣ ବାଟ ଥିଲା କି ?  ଚାଷୀଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯିବା ଏକମାତ୍ର ବିକଳ୍ପ ଥିଲା। ସେମାନଙ୍କୁ ଆଇନଗତ ଏମଏସପି ଗ୍ୟାରେଣ୍ଟି ଦିଆଯିବ ଉଚିତ। ଅନେକ ପ୍ରସଙ୍ଗ ଏବେବି ପଡ଼ିଛି। ଉଦାହରଣ ଛଳରେ ଚାଷୀଙ୍କ ବିରୋଧରେ ମାମଲା ପଡ଼ିଥିବା ସେ କହିଥିଲେ । ସରକାର ସାଧୁତାର ସହ ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ଉଚିତ ବୋଲି ସେ କହିଛନ୍ତି।

ତେବେ ସତ୍ୟପାଲଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏହାର ସ୍ପଷ୍ଟୀକରରଣ ରଖିଛନ୍ତି ସେ ନିଜେ।  ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ କଥା ବଦଳାଇଛନ୍ତି ସତ୍ୟପାଲ। କହିଛନ୍ତି ଅମିତ ଶାହ ମୋତେ ସେମିତି କିଛି କହିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି କିଛି ଅସମ୍ମାନଭଳି ମନ୍ତବ୍ୟ ଦେଇ ନାହାନ୍ତି ଅମିତ ଶାହ। ଉଭୟ ଅମିତ ଶାହ ଏବ ମୋଦିଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି।  ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ  ଅଧିକ ସମ୍ମାଦଦିଅନ୍ତି। ସେ ଖାଲି ଏତିକି କହିଲେ  କିଛି  ଲୋକ ପ୍ରଧାନମନ୍ତ୍ରୀଙ୍କୁ ଭ୍ରମିତ କରୁଛନ୍ତି।  ଆପଣ ଭେଟିବା ଜାରି ରଖନ୍ତୁ । କିଛି ଦିନ ମଧ୍ୟରେ ମୋଦି ବୁଝି ଯିବେ। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଦାବିକୁ ବୁଝି ପାରିଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ବୋଲି ସତ୍ୟପାଲ ଏନ୍‌ଡିଟିକୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story