କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ପ୍ରଥମ ଡୋଜ ପରେ କେତେ ଜଣ କରୋନାରେ ସଂକ୍ରମିତ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର ଟିକାକରଣ। ଏହାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରମୁଖ ଅସ୍ତ୍ର କରି ପ୍ରତିଦିନି କିଭଳି ଅଧିକରୁ ଅଧିକ ଟିକା ନେଇପାରିବେ ସେ ନେଇ ଗୁରୁତ୍ୱ ଦେଉଛନ୍ତି। ହେଲେ ଅନେକ ଲୋକ ଟିକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସେ ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଏକ ସବିଶେଷ ତଥ୍ୟ ପ୍ରଦାନ କରିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଦେଶରେ ବର୍ତ୍ତମାନ ଦୁଇଟି ଟିକା ଅଛି ଭାରତ ବାୟୋଟେକର […]

vaccine

vaccine

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 05:55 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର ଟିକାକରଣ। ଏହାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରମୁଖ ଅସ୍ତ୍ର କରି ପ୍ରତିଦିନି କିଭଳି ଅଧିକରୁ ଅଧିକ ଟିକା ନେଇପାରିବେ ସେ ନେଇ ଗୁରୁତ୍ୱ ଦେଉଛନ୍ତି। ହେଲେ ଅନେକ ଲୋକ ଟିକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସେ ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଏକ ସବିଶେଷ ତଥ୍ୟ ପ୍ରଦାନ କରିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଦେଶରେ ବର୍ତ୍ତମାନ ଦୁଇଟି ଟିକା ଅଛି ଭାରତ ବାୟୋଟେକର କୋଭିକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ।

ତେବେ ସରକାରୀ ତଥ୍ୟ ଅନୁଯାୟୀ, କୋଭାକ୍ସିନର ଦୁଇଟି ଯାକ ଟିକା ନେବା ପରେ ଏଯାବତ ୨୩,୯୪୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଉ ମୋଟ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏହା ୦.୧୩ ପ୍ରତିଶତ ସଂକ୍ରମିତ।

ଅନ୍ୟପକ୍ଷରେ, ଯଦି ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ସଂକ୍ରମଣ ହାର ଦେଖାଯାଏ ତେବେ କୋଭାକ୍ସିନର ପ୍ରଥମ ଡୋଜ ପରେ ୧୮,୪୨୭ ଲୋକ ସଂକ୍ରମିତ ହୋଇଥିବାବେଳେ ଦ୍ୱିତୀୟ ଡୋଜ ପରେ ୫,୫୧୩ ଲୋକ ସଂକ୍ରମିତ ହୋଇଛନ୍ତି।

ସେହିପରି ସେରମ୍ ଇନଷ୍ଟିଚ୍ୟୁଟରେ କୋଭିଶିଲ୍ଡ ନେବା ପରେ ମୋଟ୍ ୧,୧୯,୧୭୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି, ଯାହାକି ମୋଟ୍ କୋଭିଶିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୦.୦୭%।

ଏହି ଟିକାର ପ୍ରଥମ ଡୋଜ ପରେ ସମୁଦାୟ ୮୪,୧୯୮ ଲୋକ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ ପରେ ୩୪,୯୭୪ ଲୋକ କୋଭିଡରେ ସଂକ୍ରମିତ ହୋଇଛନ୍ତି।

ଏହାପୂର୍ବରୁ ଏପ୍ରିଲ୍ ୨୧ରେ, ସରକାର ସମାନ ତଥ୍ୟ ପ୍ରଦାନ କରିଥିଲେ ଯେଉଁଥିରେ ୧.୧ କୋଟି ଲୋକ କୋଭାକ୍ସିନ ନେବା ପରେ ସେଥିମଧ୍ୟରୁ ୪,୨୦୮ ପ୍ରଥମ ଡୋଜ ନେବା ପରେ ଏବଂ ଦ୍ୱିତୀୟ ଡୋଜ ନେବା ପରେ ୬୯୫ କରୋନା ପଜିଟିଭ ହୋଇଥିଲେ।

ସେହିପରି କୋଭିଶିଲ୍ଡ ୧୧.୬ କୋଟି ଲୋକଙ୍କୁ ଦିଆଯାଇଛି। ଯେଉଁଥିରୁ ପ୍ରଥମ ଡୋଜ ପରେ ୧୭,୧୪୫ ଜଣ ଏବଂ ଦ୍ୱିତୀୟ ଡୋଜ ପରେ ୫,୦୧୪ ଜଣ ପଜିଟିଭ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story