ସ୍କୁଲ ଖୋଲିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍କୁଲ ଖୋଲିବାକୁ ଦିଆଯାଉ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଛାତ୍ର। ଦ୍ୱାଦଶ ଶ୍ରେଣୀର ଛାତ୍ର ଅମର ପ୍ରେମ ପ୍ରକାଶ ଏ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଛାତ୍ର ଜଣଙ୍କ ଆବେଦନରେ ଦର୍ଶାଇଛନ୍ତି। କୋଭିଡ୍ ପାଇଁ ଗତବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରୁ ସ୍କୁଲ୍ ବନ୍ଦ ରହିଛି। ଏହାର ପ୍ରଭାବ ଏବେ ମାନସିକ ସ୍ତରରେ ମଧ୍ୟ ପଡ଼ିଛି। ସ୍କୁଲ […]

Class Room

Class Room

Subhransu Sekhar
  • Published: Saturday, 14 August 2021
  • Updated: 14 August 2021, 03:42 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍କୁଲ ଖୋଲିବାକୁ ଦିଆଯାଉ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଛାତ୍ର। ଦ୍ୱାଦଶ ଶ୍ରେଣୀର ଛାତ୍ର ଅମର ପ୍ରେମ ପ୍ରକାଶ ଏ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଛାତ୍ର ଜଣଙ୍କ ଆବେଦନରେ ଦର୍ଶାଇଛନ୍ତି।

କୋଭିଡ୍ ପାଇଁ ଗତବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରୁ ସ୍କୁଲ୍ ବନ୍ଦ ରହିଛି। ଏହାର ପ୍ରଭାବ ଏବେ ମାନସିକ ସ୍ତରରେ ମଧ୍ୟ ପଡ଼ିଛି। ସ୍କୁଲ ଯଦିଓ ଅନ୍ ଲାଇନ୍ ମୋଡରେ ଚାଲିଛି କିନ୍ତୁ ଠିକ୍ ଭାବରେ ପାଠ ପଢ଼ି ହେଉନାହିଁ। ବିଦ୍ୟାର୍ଥୀଙ୍କର ସମ୍ପୂର୍ଣ୍ଣ ଭାବରେ ବିକାଶ ହେଉ ନାହିଁ। ସେହିଭଳି ମୂକ ଓ ବଧିର ତଥା ଶାରୀରିକ ଅକ୍ଷମତା ରଖୁଥିବା ପିଲାମାନେ ଅନ୍ ଲାଇନ୍ ଶିକ୍ଷାର ଲାଭ ପାଇ ପାରୁ ନାହାନ୍ତି। ତେଣୁ ସ୍କୁଲ୍ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଛନ୍ତି।

ଏବେ ଦିଲ୍ଲୀକୁ ଛାଡ଼ିଦେଲେ ବାକି ରାଜ୍ୟରେ ସ୍କୁଲ ଏବଂ କଲେଜ ଖୋଲାଯାଇଛି। ହେଲେ ପଞ୍ଜାବ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟର ଛୋଟ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ କିଛି ରାଜ୍ୟରେ ପୁଣିଥରେ ସ୍କୁଲ ବନ୍ଦ ରଖାଯାଇଛି।

ନିକଟରେ ସ୍କୁଲ ଖୋଲିବା ନେଇ ଦିଲ୍ଲୀ ସରକାର ଏକ ମତଦାନ କରିଥିଲେ। ଏଥିରେ ସ୍କୁଲର ଅଭିଭାବକ, ପରିଚାଳକ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କଠାରୁ ପରାମର୍ଶ ନିଆଯାଇଥିଲା।

ପଞ୍ଜାବରେ ସ୍କୁଲ ଖୋଲିବା ମାତ୍ରେ ୩୩ ଜଣ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି। ମଧ୍ୟପ୍ରଦେଶରେ ୬୦ ରୁ ଅଧିକ ସ୍କୁଲ ପିଲା କୋଭିଡରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ରାଜସ୍ଥାନରେ ସେପ୍ଟେମ୍ବର ୧ରୁ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ଘୋଷଣା ହୋଇଛି। ଓଡ଼ିଶାରେ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ବସି ସିଧାସଳଖ ପାଠପଢ଼ା ଆରମ୍ଭ ହୋଇଛି।

ମହାରାଷ୍ଟ୍ର ସରକାର ମଧ୍ୟ ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲେ। କିନ୍ତୁ କୋଭିଡ ଟାସ୍କଫୋର୍ସ ବିଦ୍ୟାଳୟ ଖୋଲିବା ସପକ୍ଷରେ ଏପର୍ଯ୍ୟନ୍ତ କୌଣସି ମତାମତ ଦେଇନାହାନ୍ତି। ତେଣୁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ରାଜଧାନୀ ଦିଲ୍ଲୀରେ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ କଲେଜରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story