ଛତିଶଗଡ଼ରେ ନକ୍ସଲ ଆକ୍ରମଣ: ପ୍ରଚାର ରଦ୍ଦ କରି ଦିଲ୍ଲୀ ଫେରିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣ କରିଛନ୍ତି। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ଏଯାବତ ସୁରକ୍ଷା ବାହିନୀ ଦ୍ୱାରା ୧୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ନିଜର ନିର୍ବାଚନ ପ୍ରଚାର ରଦ୍ଦ କରି ଦିଲ୍ଲୀ ଫେରୁଛନ୍ତି। ଶାହଙ୍କର ତିନୋଟି ରାଲି ଥିଲା। ସେଥିମଧ୍ୟରୁ ଗୋଟିଏ ରାଲିକୁ ସମ୍ୱୋଧନ କରି ଦିଲ୍ଲୀ ଫେରିଆସିଛନ୍ତି। ଆସାମ ନିର୍ବାଚନ ଦାୟିତ୍ୱରେ […]

amit-shah

amit-shah

Subhransu Sekhar
  • Published: Sunday, 04 April 2021
  • Updated: 04 April 2021, 06:51 PM IST

Sports

Latest News

ନୂଆଦିଲ୍ଲୀ: ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣ କରିଛନ୍ତି। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ଏଯାବତ ସୁରକ୍ଷା ବାହିନୀ ଦ୍ୱାରା ୧୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ନିଜର ନିର୍ବାଚନ ପ୍ରଚାର ରଦ୍ଦ କରି ଦିଲ୍ଲୀ ଫେରୁଛନ୍ତି। ଶାହଙ୍କର ତିନୋଟି ରାଲି ଥିଲା। ସେଥିମଧ୍ୟରୁ ଗୋଟିଏ ରାଲିକୁ ସମ୍ୱୋଧନ କରି ଦିଲ୍ଲୀ ଫେରିଆସିଛନ୍ତି।

ଆସାମ ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ଛତିଶଗଡରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଦିଲ୍ଲୀ ଫେରିଥିବା ସୂଚନା ରହିଛି।

ଶନିବାର ସୁକୁମା ଜିଲ୍ଲାର ଜାଗରଗୁଣ୍ଡା ପୁଲିସ ଷ୍ଟେସନ ଅଧୀନରେ ଥିବା ଜୋନାଗୁଡା ଗାଁ ନିକଟରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ୧୭ ଜଣ ଯବାନଙ୍କ ମୃତଦେହ ମିଳିଛି। ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି। ଏନେଇ ଛତିଶଗଡ଼ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି।

ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story