ଦୁଇ ବାଘଙ୍କୁ ବନ୍ଧୁ କରି ରଖିଥିଲେ ଡାକ୍ତର, ୟୁକ୍ରେନରୁ ଫେରାଇ ଆଣିବାକୁ ଅନୁରୋଧ

ନୂଆଦିଲ୍ଲୀ: ଆମେ ଯାହାକୁ ଭୟ କରୁ ସେଇ ଯନ୍ତୁଙ୍କୁ ସେ ପୋଷା ମନାଇ ରଖିଥିଲେ। ଅତି ସ୍ନେହ ଆଦରରେ ଦୁଇଟି ବାଘକୁ ରଖିଥିଲେ ସେ। ତାଙ୍କ ସହ ଖେଳୁଥିଲେ, ବୁଲୁଥିଲେ ଏମିତି କେତେକ କଣ ମଜା ମସ୍ତି କରୁଥିଲେ। ହେଲେ ସମ୍ପର୍କ ନିବିଡ଼ ହୋଇଯାଇଥିବା ସେଇ ଦୁଇ ବାଘଙ୍କ ସହ ବିଚ୍ଛେଦ ହେବାକୁ ପଡ଼ିଲା। ଆମେ କହୁଛୁ ଆନ୍ଧ୍ରପ୍ରଦେଶର ଡାକ୍ତର ଗିଡ଼ିକୁମାର ପାଟିଲଙ୍କ କଥା । ୟୁକ୍ରେନରେ ଥିବା ବେଳେ ପାଟିଲ ରଖିଥିବା ଦୁଇଟି ବାଘ ଯୁଦ୍ଧର […]

tiger

tiger

Tapas Behera
  • Published: Wednesday, 05 October 2022
  • Updated: 05 October 2022, 12:47 PM IST

Sports

Latest News

ନୂଆଦିଲ୍ଲୀ: ଆମେ ଯାହାକୁ ଭୟ କରୁ ସେଇ ଯନ୍ତୁଙ୍କୁ ସେ ପୋଷା ମନାଇ ରଖିଥିଲେ। ଅତି ସ୍ନେହ ଆଦରରେ ଦୁଇଟି ବାଘକୁ ରଖିଥିଲେ ସେ। ତାଙ୍କ ସହ ଖେଳୁଥିଲେ, ବୁଲୁଥିଲେ ଏମିତି କେତେକ କଣ ମଜା ମସ୍ତି କରୁଥିଲେ। ହେଲେ ସମ୍ପର୍କ ନିବିଡ଼ ହୋଇଯାଇଥିବା ସେଇ ଦୁଇ ବାଘଙ୍କ ସହ ବିଚ୍ଛେଦ ହେବାକୁ ପଡ଼ିଲା। ଆମେ କହୁଛୁ ଆନ୍ଧ୍ରପ୍ରଦେଶର ଡାକ୍ତର ଗିଡ଼ିକୁମାର ପାଟିଲଙ୍କ କଥା । ୟୁକ୍ରେନରେ ଥିବା ବେଳେ ପାଟିଲ ରଖିଥିବା ଦୁଇଟି ବାଘ ଯୁଦ୍ଧର ଘନଘଟା ଫସିଯାଇଛନ୍ତି। ଯୁଦ୍ଧର ସଙ୍କଟରୁ ଫେରି ଆସିଥିବା ପାଟିଲ ଏବେ ନିଜର ଦୁଇଟି ବାଘକୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଯାହା ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଏବେ ତାଙ୍କ ବିନା ରହିପାରୁ ନାହାନ୍ତି ସେ। ନିଜ ସାଥୀ ଦୁଇ ଜଣଙ୍କୁ ଫେରାଇ ଆଣିବା ପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।  ପାଟିଲ ହେଉଛନ୍ତି ପେଶାରେ ଜଣେ ଅର୍ଥପେଡିକ ଡାକ୍ତର। ୨୦୦୭ରେ ପାଟିଲ ୟୁକ୍ରେନ୍‌ ଚାଲିଯାଇଥିଲେ। ସେଠାରେ ସେ ରହିବା କାଳରେ କିଭର ଏକ ଚିଡ଼ିଆ ଖାନାରୁ ଦୁଇଟି ବାଘ ପୋଷ୍ୟ ଭାବେ ଆଣିଥିଲେ। ଗୋଟିଏ ହେଉଛି କଳା ବାଘ ବା ବ୍ଲାକପାନ୍ଥର ଏବଂ ଅନ୍ୟଟି ହେଉଛି ଚିତା(ଜାଗୁଆର)।  ଚିତାର ନାମ ୟସ୍ ହୋଇଥିବା ବେଳେ କଳା ମାଈବାଘର ନାମ ସବ୍ରିନା।  ୪୨ ବର୍ଷୀୟ ପାଟିଲ ୟୁକ୍ରେନ୍‌ରେ ଲୁହାନସ୍କରେ ରହୁଥିଲେ।

ଯାହା ଯୁଦ୍ଧଗ୍ରସ୍ତର ୟୁକ୍ରେନର ସବୁଠାରୁ ବିପଦପୂର୍ଣ୍ଣ ଜାଗା। ପାଟିଲ ସେଠିକାର ଚିଡ଼ିଆଖାନାରୁ ଦୁଇଟି ବାଘ ଆଣି ଏକ କ୍ଷୁଦ୍ର ଚିଡ଼ିଆଖାନାରେ ରଖିଥିଲା। ଧିରେ ଧିରେ ସେମାନଙ୍କ ସହ ମିଶିବା ପରେ ସମ୍ପର୍କ ନିବିଡ଼ ହୋଇଯାଇଥିଲା। ଅତି ଯତ୍ନର ସହ ଦୁଇଟି ବାଘକୁ ପାଳିଥିବା ପାଟିଲ ସେମାନଙ୍କ ଦେଖାଶୁଣାରେ  କେବେ ଉଣାକରନ୍ତି ନାହିଁ। ଆଉ ଏହି ଭଲପାଇବା ଏତେ ଗଭୀର ହୋଇଥିଲା ଯେ, କେବେ କେବେ ଦୁଇଟି ବାଘ ପାଟିଙ୍କ କାନ୍ଧରେ ଲାଉ ହୁଅନ୍ତି, ପୁଣି କେବେ ତାଙ୍କ ସହ ଖେଳନ୍ତି। ହେଲେ ସବୁ ଖୁସି ଆନନ୍ଦ ଉପରେ ଭଟ୍ଟା ପକାଇ ଦେଲା ରୁଷ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧ ଆରମ୍ଭ ପରେ ସମସ୍ତ ଭାରତୀଙ୍କୁ ସ୍ୱଦେଶ ଫେରି ଆସିବା ପାଇଁ କୁହାଯାଇଥିବା ବେଳେ ନିଜ ପୋଷା ବାଘକୁ ଛାଡ଼ି ଆସିବାକୁ ଅମଙ୍ଗ ହୋଇଥିଲେ ପାଟିଲ। କିନ୍ତୁ ଆକ୍ରମଣ ଜୋରଦାର ହେବା ପରେ ୟୁକ୍ରେନ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ପାଟିଲ।

ପରିବାର ଲୋକେ ମଧ୍ୟ ପାଟିଲଙ୍କୁ ଫେରି ଆସିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ଆସିବା ବେଳେ ନିଜ ସାଥୀ ବାଘ ଦୁଇଟିକୁ ଆଣିବା ପାଇଁ ବହୁ ପ୍ରୟାସ କରିଥିଲେ ପାଟିଲ। କିନ୍ତୁ  ସଫଳ ହୋଇପାରି ନଥିଲେ। ଏବେ ନିଜ ବନ୍ଧୁଙ୍କ ବିଚ୍ଛେଦରେ ମ୍ରିୟମାଣ ହୋଇ ସେମାନଙ୍କୁ ଫେରାଇ ଆଣିବାକୁ ପାଟିଲ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ପଶୁ ହେଉକି ମଣିଷ। ଥରେ ସମ୍ପର୍କର ଖିଅରେ ବାନ୍ଧି ହୋଇଗଲେ ଆଉ ସହଜରେ ଛିଡ଼େନା। ଅନାବିଳ ପ୍ରେମ ସମ୍ପର୍କର ଶକ୍ତି ସର୍ବଦା ଅତୁଟ। ଅଲଗା ହେବାର ଦୁଃଖ ଅବର୍ଣ୍ଣନୀୟ। ଯାହା ପାଟିଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story