ପାକିସ୍ତାନ ଡ୍ରୋନ୍‌କୁ ଭାରତୀୟ ସେନାର ଗୁଳିମାଡ଼

ଜମ୍ମୁ: ଭାରତର ଅନ୍ତର୍ଜାତୀୟ ସୀମା ଲାଇନ୍‌ ଅଫ୍ କଣ୍ଟ୍ରୋଲରେ ଗତକାଲି ପାକିସ୍ତାନ ଡ୍ରୋନ୍‌ ଚଳପ୍ରଚଳ ନଜରକୁ ଆସିଥିଲା। ଏହି ସମୟରେ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା କରାଯାଇ ଥିଲା। ହେଲେ ଗୁଳି ନବାଜିବାରୁ ଡ୍ରୋନ୍‌ଟି ପାକିସ୍ତାନ ଫେରି ଯାଇଥିଲା।  ଗତିକାଲି ରାତି ୯ଟା ୧୦ ମିନିଟ୍‌ରେ କେଜି ସେକ୍ଟରରର ବାଲୋନି ଏରିଆରେ ଡ୍ରୋନ୍‌ ଉଡ଼ୁଥିବା ନଜରକୁ ଆସିଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଉକ୍ତ ଡ୍ରୋନ୍ ଉପରକୁ ଏକାଧିକ ଗୁଳି ଚାଳନା କରାଯାଇଥିଲା। ତେବେ ଲକ୍ଷ୍ୟଭେଦ […]

army

army

Tapas Behera
  • Published: Saturday, 16 July 2022
  • Updated: 16 July 2022, 04:48 PM IST

Sports

Latest News

ଜମ୍ମୁ: ଭାରତର ଅନ୍ତର୍ଜାତୀୟ ସୀମା ଲାଇନ୍‌ ଅଫ୍ କଣ୍ଟ୍ରୋଲରେ ଗତକାଲି ପାକିସ୍ତାନ ଡ୍ରୋନ୍‌ ଚଳପ୍ରଚଳ ନଜରକୁ ଆସିଥିଲା। ଏହି ସମୟରେ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା କରାଯାଇ ଥିଲା। ହେଲେ ଗୁଳି ନବାଜିବାରୁ ଡ୍ରୋନ୍‌ଟି ପାକିସ୍ତାନ ଫେରି ଯାଇଥିଲା।  ଗତିକାଲି ରାତି ୯ଟା ୧୦ ମିନିଟ୍‌ରେ କେଜି ସେକ୍ଟରରର ବାଲୋନି ଏରିଆରେ ଡ୍ରୋନ୍‌ ଉଡ଼ୁଥିବା ନଜରକୁ ଆସିଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଉକ୍ତ ଡ୍ରୋନ୍ ଉପରକୁ ଏକାଧିକ ଗୁଳି ଚାଳନା କରାଯାଇଥିଲା।

ତେବେ ଲକ୍ଷ୍ୟଭେଦ ନହେବାରୁ ଡ୍ରୋନ୍‌ଟି ପାକିସ୍ତାନ ସୀମାକୁ  ଫେରିଯାଇଥିଲା।  ଏହା ପରେ ଭାରତୀୟ ସେନା ଓ ସ୍ଥାନୀୟ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ  ଜୋରଦାର କରାଯାଇ ଥିଲା। ଗତ ମେ ମାସରେ ଜମ୍ମୁ କଶ୍ମୀରିର କାଠୁଆ ଜିଲ୍ଲାର ଏକ ଡ୍ରୋନ୍‌କୁ ସେନା ପକ୍ଷରୁ ମାରି ଖସାଇ ଦିଆ ଯାଇଥିଲା। ଅମରନାଥ ଯାତ୍ରା ପୂର୍ବରୁ ଏହି ଘଟଣା ଘଟିଥିଲା। ଏହା ପରେ ଉକ୍ତ ଡ୍ରୋନ୍‌ରୁ ବିସ୍ଫୋରକ ଦ୍ରବ୍ୟ ଠାବ କରାଯାଇଥିଲା।

ବୋମା ନିଷ୍କ୍ରିୟ ଦଳ ପକ୍ଷରୁ ୭ଟି ବୋମାକୁ ନିଷ୍ପ୍ରିୟ କରାଯାଇଥିଲା। ଉକ୍ତ ଡ୍ରୋନରୁ ୭ଟି UBGL ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିଲା। । ସେହିପରି ଉକ୍ତ ମାସରେ ପାକିସ୍ତାନର ଆଇଏସଆଇ ଭାରତକୁ ଡ୍ରୋନ୍‌ ମାଧ୍ୟମରେ ବିସ୍ଫୋରକ ସାମଗ୍ରୀ ଏବଂ ନିଶାଦ୍ରବ୍ୟ କାରବାର ପଠାଇବାକୁ ଯୋଜନା କରିଥିଲା । ମିଳିଥିବା ସୂଚନା ଅନୁଯାଇ ପାକିସ୍ତାନରେ ୬ଟି ଡ୍ରୋନ୍‌ ସେଣ୍ଟର ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story