ବାହାନା ଦେଖାଇ ହାଜର ହେଲେନି ଆର୍ଯ୍ୟନ୍‌ ଖାନ୍‌ !

ମୁମ୍ବାଇ: ବାହାନା ଦେଖାଇ ହାଜର ହେଲେନି ଆର୍ଯ୍ୟନ୍‌ ଖାନ୍‌। ହାଜର ପାଇଁ ମାଗିଲେ ସମୟ। ଡ୍ରଗସ୍‌ କାରବାର ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏନ୍‌ସିବିର ଏସ୍‌ଆଇଟି ପାଖରେ  ହାଜର ହେବା ପାଇଁ ସମନ୍‌ କରାଯାଇଥିଲା। ହେଲେ କୋଭିଡ୍‌-୧୯ ଲକ୍ଷଣ ଭଳି ସମାନ ପ୍ରକାର ଅସୁସ୍ଥତା ଅନୁଭବ କାରଣ ଦର୍ଶାଇ ହାଜର ପାଇଁ ମନା କରିଦେଇଛନ୍ତି ଆର୍ଯ୍ୟନ୍‌ । ଏଥିପାଇଁ ସେ ଆଉ ଏକ ତାରିଖ ମାଗିଛନ୍ତି । ତେବେ ମେଡିକାଲ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ […]

shahrukh-khan aryan-khan

shahrukh-khan aryan-khan

Tapas Behera
  • Published: Sunday, 07 November 2021
  • Updated: 07 November 2021, 09:14 PM IST

Sports

Latest News

ମୁମ୍ବାଇ: ବାହାନା ଦେଖାଇ ହାଜର ହେଲେନି ଆର୍ଯ୍ୟନ୍‌ ଖାନ୍‌। ହାଜର ପାଇଁ ମାଗିଲେ ସମୟ। ଡ୍ରଗସ୍‌ କାରବାର ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏନ୍‌ସିବିର ଏସ୍‌ଆଇଟି ପାଖରେ  ହାଜର ହେବା ପାଇଁ ସମନ୍‌ କରାଯାଇଥିଲା। ହେଲେ କୋଭିଡ୍‌-୧୯ ଲକ୍ଷଣ ଭଳି ସମାନ ପ୍ରକାର ଅସୁସ୍ଥତା ଅନୁଭବ କାରଣ ଦର୍ଶାଇ ହାଜର ପାଇଁ ମନା କରିଦେଇଛନ୍ତି ଆର୍ଯ୍ୟନ୍‌ । ଏଥିପାଇଁ ସେ ଆଉ ଏକ ତାରିଖ ମାଗିଛନ୍ତି । ତେବେ ମେଡିକାଲ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି। ତଦନ୍ତକାରୀ ଅଧିକାରୀ ସମୀର ୱାଙ୍ଖଡ଼େକୁ ହଟାଯିବା ପରେ ନୂତନ ଏନସିବି ଡିଜି ସଞ୍ଜୟ ସିଂଙ୍କ ନେତୃତ୍ୱରେ ମାମଲାର ତଦନ୍ତ କରାଯାଉଛି।

ମୁମ୍ବାଇ ଡ୍ରଗ୍ସ କ୍ରୁଜ୍ ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ତଥା ଅଭିଯୁକ୍ତ ଆର୍ଯ୍ୟନଙ୍କୁ ରବିବାର ଏନସିବି ପକ୍ଷରୁ ହାହଜର ପାଇଁ ନୋଟିସ ହୋଇଥିଲା। ହେଲେ ଆର୍ଯ୍ୟନ୍ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଆଉ ଏକ ତାରିଖ ଦେବାକୁ ଅନୁରୋଧ କରିଛନ୍ତି। ତାଙ୍କ ଡାକ୍ତରୀ ରିପୋର୍ଟ ଦେଖିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଏନସିବି ସୂତ୍ରରୁ ପ୍ରକାଶ।

ଗତ ଅକ୍ଟୋବର ୩ରେ ମୁମ୍ବାଇ ଉପକୂଳରେ ବେଆଇନ ଡ୍ରଗ୍ସ କାରବାର ହେଉଥିବା ଖବର ପାଇ ଏକ କ୍ରୁଜ୍ ଉପରେ ଚଢ଼ାଉ  କରିଥିଲା ଏନସିବି। ଯେଉଁ ଘଟଣାରେ ଆର୍ଯ୍ୟନ୍ ଗିରଫ ହୋଇଥିଲେ। ନିକଟରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଲାଞ୍ଚ ଏବଂ ଦାଦାବଟି ଆଦାୟ ସମେତ ଅନେକ ଅଭିଯୋଗର ସମ୍ମୁଖୀନ ହେଉଥିବା ସମୀରଙ୍କୁ ଶୁକ୍ରବାର କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ମୁଖ୍ୟ ଅନୁସନ୍ଧାନକାରୀ ଅଧିକାରୀ ପଦରୁ ହଟାଇ ଦିଆଯାଇଛି। ସେ ନିଶା ନିବାରଣ ଏଜେନ୍‌ସିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।

ଏହି ମାମଲାର ତଦନ୍ତ ଏନସିବିର ମୁମ୍ବାଇ ୟୁନିଟରୁ ଦିଲ୍ଲୀ ଶାଖାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ସମୀର ୱାଙ୍ଖଡେଙ୍କ ବାପା ଧ୍ୟାନନ୍ଦେଭ କାଚରୁଜୀ ୱାଙ୍ଖଡ଼େ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ୧.୨୫କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଏନସିବି ଅଧିକାରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖେଡେଙ୍କ ବିରୋଧରେ ମଲ୍ଲିକଙ୍କ ବ୍ୟକ୍ତିଗତ ମନ୍ତବ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଚରିତ୍ର, ପ୍ରତିଷ୍ଠା ଏବଂ ସାମାଜିକ ଭାବମୂର୍ତ୍ତିକୁ ନଷ୍ଠ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story