କରୋନା ନିୟମକୁ ଫୁ’, କୁମ୍ଭ ମେଳାରେ ବୁଡ଼ ପକାଇଲେ ଲକ୍ଷାଧିକ ଲୋକ

ହରିଦ୍ୱାର: ଭାରତରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ଲୋକମାନଙ୍କ ଉପରେ ପଡ଼ୁନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନକୁ ଉଲ୍ଲଙ୍ଘନ କରି ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଥିବା ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। କୁମ୍ଭ ମେଳା ପାଳନ କରିବାକୁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୋଇଛନ୍ତି। ପ୍ରଶାସନର କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ବୁଡ଼ ପକାଇଥିଲେ। କେହି ବି ମାସ୍କ ପିନ୍ଧି ନଥିଲେ […]

Kumbha

Kumbha

Hemant Lenka
  • Published: Monday, 12 April 2021
  • Updated: 12 April 2021, 04:54 PM IST

Sports

Latest News

ହରିଦ୍ୱାର: ଭାରତରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ଲୋକମାନଙ୍କ ଉପରେ ପଡ଼ୁନାହିଁ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନକୁ ଉଲ୍ଲଙ୍ଘନ କରି ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଥିବା ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି।

କୁମ୍ଭ ମେଳା ପାଳନ କରିବାକୁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୋଇଛନ୍ତି। ପ୍ରଶାସନର କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ବୁଡ଼ ପକାଇଥିଲେ। କେହି ବି ମାସ୍କ ପିନ୍ଧି ନଥିଲେ କିମ୍ବା ସାମାଜିକ ଦୂରତା ଅବଲମ୍ବନ କରି ନଥିଲେ। ଗଙ୍ଗା ନଦୀ ଉପକୂଳରେ ମାସାଧିକ କାଳ ଏହି କୁମ୍ଭ ମେଳା ଚାଲିବ। ଏଥିପାଇଁ ଏଠାକୁ ଲକ୍ଷାଧିକ ଲୋକଙ୍କ ଆଗମନ ହେଉଛି।

କରୋନା ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ପ୍ରଶାସନ ଡ୍ରୋନ୍ କ୍ୟାମେରାର ଠାରୁ ଅନେକ ବ୍ୟବସ୍ଥା କରିଛି। ପୁଲିସ୍ ଅଧିକାରୀମାନେ ମଧ୍ୟ ଶ୍ରଦ୍ଧାଳୁଙ୍କୁ କରୋନା ନିୟମ ମାନିବାକୁ ନିବେଦନ କରୁଛନ୍ତି। ହେଲେ ଏହାକୁ କେହି ବି ଶୁଣୁନାହାନ୍ତି। ସେମାନେ ଗୋଟିଏ ସ୍ଥାନରେ ବୁଡ଼ ପକାଇ ଫଟୋ ପୋଜ ମଧ୍ୟ ଦେଉଛନ୍ତି।

ପୁଲିସ୍‌ ଅଧିକାରୀ ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି, ଏଠାକୁ ଲୋକମାନେ ବିପୁଳ ସଂଖ୍ୟାରେ ଆସିବାରେ ଲାଗିଛନ୍ତି। ପୁଲିସ୍‌ ନିୟମିତ ଭାବେ ଲୋକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ କହୁଛି। ଏଯାଏ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ବୁଡ଼ ପକାଇ ସାରିଲେଣି ବୋଲି ସେ କହିଛନ୍ତି।

କରୋନା ସଂକ୍ରମଣ ଯୋଗୁ ଭାରତର ସ୍ଥିତି ସଂଗୀନ ହୋଇଛି। ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଛି। ବିଶ୍ୱରେ ଚିହ୍ନଟ ହେଉଥିବା ପ୍ରତି ୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭାରତରୁ ଚିହ୍ନଟ ହେଉଛି। ବିଶ୍ୱରେ କରୋନା ଦ୍ୱାରା ଦ୍ୱିତୀୟ ପ୍ରଭାବିତ ରାଷ୍ଟ୍ର ହେଉଛି ଭାରତ।

ତଥାପି କୁମ୍ଭ ମେଳାର ଆୟୋଜନ ଓ ଏଠାରେ ଲକ୍ଷାଧିକ ଲୋକଙ୍କୁ ସମାଗମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାହିଁକି ଓ କାହା ସ୍ୱାର୍ଥରେ ଏହି କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story