ଆଶାରାମ ଆଇସିୟୁରେ ଭର୍ତ୍ତି, ଏମ୍ସ ନେବାକୁ ଚାଲିଛି ପ୍ରସ୍ତୁତି

ଯୋଧପୁର: ବିବାଦୀୟ ତଥା ଆତ୍ମଘୋଷିତ ‘ଭଗବାନ’ ଆଶାରାମ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁ କରୋନାରେ ସଂକ୍ରମିତ ହେବା ପରେ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ସେ ରାଜସ୍ଥାନର ଯୋଧପୁର ସହରରେ ଥିବା ମହାତ୍ମାଗାନ୍ଧୀ ହସ୍ପିଟାଲର ଆଇସିୟୁରେ ରହିଛନ୍ତି। ସେ ଯେଉଁ ଜେଲରେ ଥିଲେ ସେଠାରେ ଥିବା ଅନ୍ୟ ୧୨ ଜଣ ଅନ୍ତେବାସୀ ମଧ୍ୟ କୋଭିଡ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତିନି ଦିନ ପୂର୍ବେ ଆଶା ରାମଙ୍କର […]

asharam-bapu

asharam-bapu

Subhransu Sekhar
  • Published: Thursday, 06 May 2021
  • Updated: 06 May 2021, 03:39 PM IST

Sports

Latest News

ଯୋଧପୁର: ବିବାଦୀୟ ତଥା ଆତ୍ମଘୋଷିତ ‘ଭଗବାନ’ ଆଶାରାମ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁ କରୋନାରେ ସଂକ୍ରମିତ ହେବା ପରେ ଗୁରୁତର ହୋଇ ପଡ଼ିଛନ୍ତି। ଏବେ ସେ ରାଜସ୍ଥାନର ଯୋଧପୁର ସହରରେ ଥିବା ମହାତ୍ମାଗାନ୍ଧୀ ହସ୍ପିଟାଲର ଆଇସିୟୁରେ ରହିଛନ୍ତି। ସେ ଯେଉଁ ଜେଲରେ ଥିଲେ ସେଠାରେ ଥିବା ଅନ୍ୟ ୧୨ ଜଣ ଅନ୍ତେବାସୀ ମଧ୍ୟ କୋଭିଡ ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ତିନି ଦିନ ପୂର୍ବେ ଆଶା ରାମଙ୍କର କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ୍ ହୋଇଥିଲା। ୮୦ ବର୍ଷୀୟ ଆଶାରାମ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଏବଂ ତାଙ୍କର ଅକ୍ସିଜେନ ସ୍ତର ବହୁତ କମ୍ ଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

ଆଶାରାମ ଅସୁସ୍ଥ ଥିବା ଶୁଣି ତାଙ୍କର ଅନେକ ସମର୍ଥକ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ଆସିଥିବା ସୂଚନା ରହିଛି। ଏବେ ଆଶାରାମଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଶାରାମ ଯୋଧପୁର ଜେଲରେ ଆଜୀବନ ସଜା କରୁଛନ୍ତି

ଏହାପୂର୍ବରୁ ସେ ଦୁଷ୍କର୍ମ ମାମଲାରେ ଦଣ୍ଡିତ ହେବା ବିରୋଧରେ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ। ଜଣେ ୧୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଏସସି / ଏସଟି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୩ରେ ନାବାଳିକା ଜଣକ ଯୋଧପୁର ସ୍ଥିତ ଆଶାରାମଙ୍କ ଆଶ୍ରମରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ୨୦୧୪ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story