ଡବଲ ଭ୍ୟାକ୍ସିନ ନେଇଥିଲେ ଆଗନ୍ତକଙ୍କୁ କୋଭିଡ୍ ଟେଷ୍ଟ ଆବଶ୍ୟକ ନାହିଁ

ଗୌହାଟି : ଆଗନ୍ତୁକଙ୍କ ପାଇଁ ଆସାମ ସରକାର କୋଭିଡ୍‌ ଗାଇଡ୍‌ଲାଇନ ନେଇ ନୂଆ ଘୋଷଣା କରିଛନ୍ତି । ୧୦ ବର୍ଷରୁ କମ୍ ବୟସ ପିଲା ସହ ଦୁଇଟି ଡୋଜ୍‌ ନେଇଥିବା ଅଭିଭାବକ ଆସାମକୁ ପ୍ରବେଶ କରିପାରିବେ। ସେମାନଙ୍କର ଆଉ କୋଭିଡ୍ ରିପୋର୍ଟ ଆବଶଶ୍ୟକ ପଡ଼ିବନି।  ପୂର୍ବରୁ ରାଜ୍ୟକୁ ଆସୁଥିବା ଲୋକେ ଟିକାକରଣ ହୋଇଥିଲେ ସେମାନଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ ନଥଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଅନୁରାଗ ଗୋଏଲ ସୂଚନା ଦେଇଛନ୍ତ କହିଛନ୍ତି […]

Covid19

Covid19

Tapas Behera
  • Published: Monday, 08 November 2021
  • Updated: 08 November 2021, 09:59 PM IST

Sports

Latest News

ଗୌହାଟି : ଆଗନ୍ତୁକଙ୍କ ପାଇଁ ଆସାମ ସରକାର କୋଭିଡ୍‌ ଗାଇଡ୍‌ଲାଇନ ନେଇ ନୂଆ ଘୋଷଣା କରିଛନ୍ତି । ୧୦ ବର୍ଷରୁ କମ୍ ବୟସ ପିଲା ସହ ଦୁଇଟି ଡୋଜ୍‌ ନେଇଥିବା ଅଭିଭାବକ ଆସାମକୁ ପ୍ରବେଶ କରିପାରିବେ। ସେମାନଙ୍କର ଆଉ କୋଭିଡ୍ ରିପୋର୍ଟ ଆବଶଶ୍ୟକ ପଡ଼ିବନି।  ପୂର୍ବରୁ ରାଜ୍ୟକୁ ଆସୁଥିବା ଲୋକେ ଟିକାକରଣ ହୋଇଥିଲେ ସେମାନଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ ନଥଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଅନୁରାଗ ଗୋଏଲ ସୂଚନା ଦେଇଛନ୍ତ କହିଛନ୍ତି ଯେ,ଆସାମକୁ ଆସୁଥିବା ଲୋକେ  ଦୁଇଟି ଟିକା ନେଇଥିଲେ ସେମାନଙ୍କୁ ଆଉ ଟେଷ୍ଟ କରିବାକୁ ପଡ଼ିବିନ। ବିମାନ ବନ୍ଦର, ରେଳ ଷ୍ଟେସନ, ରାସ୍ତା ସୀମା ପଏଣ୍ଟରେ ରାଜ୍ୟକୁ ପ୍ରବେଶ କରୁଥିବା ଲୋକଙ୍କ ପାଇଁ ଏହି ନିର୍ଦ୍ଦେଶ ପ୍ରଯୁଜ୍ୟ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସୂଚନା ଅନୁଯାୟୀ ଆସାମରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story