ଆସନ୍ତା ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଛି। ମୁଖ୍ୟ ମନ୍ଦିର ଏବଂ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ ନିର୍ମାଣ ସରିଲାଣି। ଗ୍ରାଉଣ୍ଡ ଫ୍ଲୋରରେ ୧୭୦ଟି ଖମ୍ବ ତିଆରି ହେଉଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମନ୍ଦିରର ପ୍ରଥମ ଫ୍ଲୋର […]

Ram mandir

Ram mandir

Madhupriya Mistry
  • Published: Saturday, 14 January 2023
  • Updated: 14 January 2023, 08:34 AM IST

Sports

Latest News

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।

ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଛି। ମୁଖ୍ୟ ମନ୍ଦିର ଏବଂ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ ନିର୍ମାଣ ସରିଲାଣି। ଗ୍ରାଉଣ୍ଡ ଫ୍ଲୋରରେ ୧୭୦ଟି ଖମ୍ବ ତିଆରି ହେଉଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମନ୍ଦିରର ପ୍ରଥମ ଫ୍ଲୋର କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜନୁଆରୀ ୧ରୁ ୧୪ ତାରିଖ ମଧ୍ୟରେ ରାମ ଲାଲାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ରାମ ଲାଲାଙ୍କ ପ୍ରତିମା ପଥରରେ ନିର୍ମାଣ କରାଯିବ। ତେବେ ପଥରର ଚୟନ ଏବେ ଯାଏଁ କରାଯାଇନି।

ରାମଲାଲାଙ୍କ ପ୍ରତିମା ନିର୍ମାଣ ପାଇଁ ଦେଶର ଅନେକ ଖ୍ୟାତନାମା ପଥର ଶିଳ୍ପୀ ଲାଗି ପଡିଥିବା ବେଳେ ଏଥିରେ ଓଡିଶାର ଜଣେ ବିଶିଷ୍ଟ ପଥର ଶିଳ୍ପୀ ତଥା ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଶିଳ୍ପୀ ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story