କେମିତି ଅଛନ୍ତି ‘ବଚପନ୍‌ କା ପ୍ୟାର୍‌ ଗୀତ’ର ଭାଇରାଲ ବୟ

ସୁକମା: ଧିରେ ଧିରେ ସୁସ୍ଥ ହେଉଛି ଭାଇରାଲ ବୟ। ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ଉନ୍ନତି। ଗତକାଲି ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ‘ବଚପନ୍‌ କା ପ୍ୟାର୍‌ ଗୀତ’ର ଚର୍ଚ୍ଚିତ ଗାୟକ ସହଦେବ ଦିର୍ଦୋଙ୍କ ଅବସ୍ଥାରେ ସୁଧାର ଆସିଛି। ସେ ଏବେ ବିପଦମୁକ୍ତ ବୋଲି ଜଣାପଡ଼ିଛି। ‘ବାଦ୍‌ଶାହ’ ନାମରେ ଜଣେ ଲୋକପ୍ରିୟ ରାପର ସହଦେବଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେଲେଖିଛନ୍ତି ଯେ, ସହଦେବଙ୍କ ଅବସ୍ଥା ଏବେ ଟିକେ ଭଲ ହଛି। ତାଙ୍କର ଚେତା ଫେରିଆସିଛି । […]

bachpan

bachpan

Tapas Behera
  • Published: Wednesday, 29 December 2021
  • Updated: 29 December 2021, 09:14 PM IST

Sports

Latest News

ସୁକମା: ଧିରେ ଧିରେ ସୁସ୍ଥ ହେଉଛି ଭାଇରାଲ ବୟ। ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ଉନ୍ନତି। ଗତକାଲି ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ‘ବଚପନ୍‌ କା ପ୍ୟାର୍‌ ଗୀତ’ର ଚର୍ଚ୍ଚିତ ଗାୟକ ସହଦେବ ଦିର୍ଦୋଙ୍କ ଅବସ୍ଥାରେ ସୁଧାର ଆସିଛି। ସେ ଏବେ ବିପଦମୁକ୍ତ ବୋଲି ଜଣାପଡ଼ିଛି। ‘ବାଦ୍‌ଶାହ’ ନାମରେ ଜଣେ ଲୋକପ୍ରିୟ ରାପର ସହଦେବଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେଲେଖିଛନ୍ତି ଯେ, ସହଦେବଙ୍କ ଅବସ୍ଥା ଏବେ ଟିକେ ଭଲ ହଛି। ତାଙ୍କର ଚେତା ଫେରିଆସିଛି । ଭଲ ହେଲେ ଜଣେ ନ୍ୟୁରୋ ସର୍ଜନଙ୍କୁ ଦେଖାଇବା ପାଇଁ ରାୟପୁର ଯିବେ । ତେବେ ସହଦେବଙ୍କ ଲାଗି ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
https://twitter.com/Its_Badshah/status/1476086573573623811?s=20

ସହଦେବ ଗତକାଲି ନିଜ ବାପାଙ୍କ ସହ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ। ବାଟରେ ଦୁର୍ଘଟଣା ଘଟି ସହଦେବ ବାଇକରୁ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ସହଦେବଙ୍କୁ ସୁକମା ଜିଲ୍ଲା ଡାକ୍ତରଖାନାରୁ ଜଗଦଲପୁରର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେ ପ୍ରାୟ ୫ ଘଣ୍ଟା ଧରି ଚେତାଶୂନ୍ୟ ହୋଇଥିଲେ। ତେବେ ଜଗଦଲପୁରର ମେଡିକାଲ କଲେଜରେ ତାଙ୍କର ଉତ୍ତମ ଚିକତ୍ସା ଆରମ୍ଭ ହୋଇଥିଲା। ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ସହଦେବଙ୍କ ଚେତା ଫେରିଥିଲା। ଜଗଦଲପୁର ମେଡିକାଲ କଲେଜର ଜଣେ ଡାକ୍ତର ଟିକୁ ସିହ୍ନା କହିଛନ୍ତି ଯେ, ସହଦେବ ବର୍ତ୍ତମାନ ବିପଦମୁକ୍ତ ଅଛି। ସେ ସମସ୍ତଙ୍କ ସହ କଥାବାର୍ତ୍ତା କରୁଛି। ତାର ସିଟି ସ୍କାନ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ସହଦେବଙ୍କୁ ୧୨ ଘଣ୍ଟା ଧରି ଅବଜରେଭସନରେ ରଖାଯାଇଛି। ତେବେ ଇତି ମଧ୍ୟରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସହଦେବଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି।

ଛତିଶଗଡ଼ ସୁକମା ଜିଲ୍ଲାର ସହଦେବଙ୍କୁ ଦୁଇ ବର୍ଷ ପୂର୍ବେ ତାଙ୍କ ସ୍କୁଲ ଶିକ୍ଷକ ଏକ ଗୀତ ଗାଇ ରେକର୍ଡ଼ କରିବାକୁ କହିଥିଲେ। ସ୍କୁଲରେ ଗାଇଥିବା ଏହି ରେକଡ଼ିଂ ଭିଡିଓଟି ପରେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇ ବେଶ ଲୋକପ୍ରିୟତା ସାଉଁଟିଥିଲା। ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପିଲାଟିକୁ ସମ୍ମାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story