ନୂଆ ରୂପରେ ଆସିଲା ବଜାଜ୍‌ ପଲସର, ଜାଣନ୍ତୁ ଦାମ କେତେ

ନୂଆଦିଲ୍ଲୀ: ନୂଆ ରୂପରେ ଆସିଲା ବାଜାଜ୍‌ ପଲସର। ମାର୍କେଟକୁ ଆସିଛି ଷ୍ଟାଇଲିସ୍‌ ବାଇକ୍‌ Bajaj Pulsar 250। ଲଙ୍ଗ ଡ୍ରାଇଭ୍‌ ପାଇଁ ଏକଦମ ଖାସ୍‌ ଏହି ବାଇକ୍‌ର ଦାମ ରହିଛି 1,38,000 ଟଙ୍କା। ଏହି ମୂଲ୍ୟ ଏକ୍ସ ସୋ ରୁମ୍‌ ବୋଲି କୁହାଯାଇଛି। ନୂତନ ବାଜାଜ ପଲସର 250 ଦୁଇଟି  ଭ୍ୟାରିଏଣ୍ଟରେ ବିକ୍ରି ହେବ। ଗୋଟିଏ ହେଲା  ପଲସର N250  ଏବଂ ଅନଟି ପଲସର F250 । ଏହି ବାଇକ୍‌ ଦ୍ୱୟ ଯଥାକ୍ରମେ ଗୋଟିଏ 125cc ହୋଇଥିବା […]

6hm

6hm

Tapas Behera
  • Published: Thursday, 28 October 2021
  • Updated: 28 October 2021, 06:17 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ରୂପରେ ଆସିଲା ବାଜାଜ୍‌ ପଲସର। ମାର୍କେଟକୁ ଆସିଛି ଷ୍ଟାଇଲିସ୍‌ ବାଇକ୍‌ Bajaj Pulsar 250। ଲଙ୍ଗ ଡ୍ରାଇଭ୍‌ ପାଇଁ ଏକଦମ ଖାସ୍‌ ଏହି ବାଇକ୍‌ର ଦାମ ରହିଛି 1,38,000 ଟଙ୍କା। ଏହି ମୂଲ୍ୟ ଏକ୍ସ ସୋ ରୁମ୍‌ ବୋଲି କୁହାଯାଇଛି।

ନୂତନ ବାଜାଜ ପଲସର 250 ଦୁଇଟି  ଭ୍ୟାରିଏଣ୍ଟରେ ବିକ୍ରି ହେବ। ଗୋଟିଏ ହେଲା  ପଲସର N250  ଏବଂ ଅନଟି ପଲସର F250 । ଏହି ବାଇକ୍‌ ଦ୍ୱୟ ଯଥାକ୍ରମେ ଗୋଟିଏ 125cc ହୋଇଥିବା ବେଳେ ଅନ୍ୟଟି 220cc। Bajaj Pulsar N250ର ଦାମ 1,38,000 ଟଙ୍କା ହୋଇଥିବା ବେଳେ  Bajaj Pulsar F250ର ମୂଲ୍ୟ 1,40,000 ଟଙ୍କା ରହିଛି।  ଉଭୟ ପ୍ରଡକ୍ଟ ସମ୍ପୂର୍ଣ୍ଣ ନୂଆ ମଡେଲ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ପୁଣେର ଚାକନ ପ୍ଲାଣ୍ଟର ତିଆରି ଏହି ବାଇକ୍‌ ଖୁବ୍‌ ଆକର୍ଷଣୀୟ ହୋଇଛି।

ନୂତନ ବାଜାଜ୍ ପଲସର 250 ଡିଜାଇନ୍ କମ୍ପାକ୍ଟ ଯୁକ୍ତ  ଏବଂ ଏରୋଡାଇନାମିକ୍ ଡିଜାଇନ୍ ସହିତ ୟୁନିବଡି ମଧ୍ୟ। ଏହାର ଡାଇନାମିକ ଟ୍ୟାଙ୍କଟି ବେଶ ଆକର୍ଷଣୀୟ।  Unified braking system (UBS) ଭର୍ସନ ବିଶିଷ୍ଟ ଏହି ବାଇକ୍‌ରେ ଅନେକ ଆକର୍ଷଣୀୟ ଫିଚର ରହିଛି। ଏଥିରେ ଥିବା କମ୍ବାଇନ୍‌ ବ୍ରେକ୍‌ ସିଷ୍ଟମଟି ସ୍ୱତନ୍ତ୍ର ହୋଇଥିବା ବେଳେ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ଆସିବ । ଏହା ଦୁଇଟି ରଙ୍ଗ ତଥା ଟେକ୍ନୋ ଗ୍ରେ ଏବଂ ରେସିଂ ରେଡରେ ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story