ରାତି ୨ଟାରେ ବିଧାନସଭା ଚଲାଇବେ ମମତା, ଆପତ୍ତି ଉଠାଇଲେ ରାଜ୍ୟପାଳ

କୋଲକାତା: ମଧ୍ୟରାତ୍ରି ପରେ ବସିବ ବିଧାନସଭା ଅଧିବେଶନ। ଆସନ୍ତା ମାର୍ଚ୍ଚ ୭ରେ ରାତି ୨ଟାରେ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନ ବସିବ ବୋଲି ନିଷ୍ପତ୍ତି ହୋଇଛି। ପଶ୍ଚିମବଙ୍ଗ ସକକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ପଶ୍ଚିମବଙ୍ଗ ରାଜ୍ୟପାଳ  ଜଗଦୀପ ଧନକଡ଼ ଦସ୍ତଖତ କରିଥିବା ଜଣାପଡ଼ିଛି। ବିଧାନସବା ଅଧିବେଶନ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଟ୍ୱିଟ୍‌ କରି ସମାଲୋଚନା କରିଛନ୍ତି ରାଜ୍ୟପାଳ ଧନକଡ଼।  ପ୍ରଥମ ଥର ପାଇଁ ରାତି୨ଟା ପରେ ବିଧାନସଭା ବସିବା […]

mamata

mamata

Tapas Behera
  • Published: Thursday, 24 February 2022
  • Updated: 24 February 2022, 06:16 PM IST

Sports

Latest News

କୋଲକାତା: ମଧ୍ୟରାତ୍ରି ପରେ ବସିବ ବିଧାନସଭା ଅଧିବେଶନ। ଆସନ୍ତା ମାର୍ଚ୍ଚ ୭ରେ ରାତି ୨ଟାରେ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନ ବସିବ ବୋଲି ନିଷ୍ପତ୍ତି ହୋଇଛି। ପଶ୍ଚିମବଙ୍ଗ ସକକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ପଶ୍ଚିମବଙ୍ଗ ରାଜ୍ୟପାଳ  ଜଗଦୀପ ଧନକଡ଼ ଦସ୍ତଖତ କରିଥିବା ଜଣାପଡ଼ିଛି। ବିଧାନସବା ଅଧିବେଶନ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଟ୍ୱିଟ୍‌ କରି ସମାଲୋଚନା କରିଛନ୍ତି ରାଜ୍ୟପାଳ ଧନକଡ଼।  ପ୍ରଥମ ଥର ପାଇଁ ରାତି୨ଟା ପରେ ବିଧାନସଭା ବସିବା ଏକ ଅସାଧାରଣ ପଦକ୍ଷେପ ଏବଂ ଐତିହାସିକ ନିଷ୍ପତି। କିନ୍ତୁ ଏହା କ୍ୟାବିନେଟ୍‌ ନିଷ୍ପତ୍ତି ବୋଲି ସେ କଟାକ୍ଷ କରିଛନ୍ତି। ସୂଚନା ଅନୁଯାୟୀ, ମଧ୍ୟରାତ୍ରି ପରେ ବିଧାନସଭା ଅଧିବେଶନ ବସିବା ପାଇଁ ରଜ୍ୟ ସରକାରଙ୍କ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିକୁ  ଗତ ଫେବୃଆରୀ ୧୭ରେ ରାଜ୍ୟପାଳ ନିକଟକକୁ ପାରିତ ପାଇଁ ପଠାଯାଇଥିଲା। ମାର୍ଚ୍ଚ ୭ରେ ରାତି ୨ଟା ଅର୍ଥାତ ୨ଏମରେ ବିଧାନସଭା ପାଇଁ ଏହି ବିଜ୍ଞପ୍ତିକୁ ସୁପାରିଶ ଲାଗି  ନିବେଦନ କରାଯାଥିଲା। ଯେହେତୁ ଏହା କ୍ୟବିନେଟ୍‌ରେ ପାରିତ ହୋଇଛି ଏବଂ ସାମ୍ବିଧାନିକ (ଧାରା ୧୭୪(୧))ବିଧିବ୍ୟବସ୍ଥା ଜଟିଳତା ରହିଛି ତେଣଣୁ ଏହାକୁ  ସମ୍ମାନ ଜଣାଇ ରାଜ୍ୟପାଳ ଦସ୍ତଖତ କରିଛନ୍ତି।

ତେବେ ପରେ ଟାଇମିଂକୁ ନେଇ ରାଜ୍ୟପାଳ ଆପତ୍ତି ଉଠାଇଥିଲେ। ଏନେଇ ଫେବୃଆରୀ ୧୯ରେ ରାଜ୍ୟପାଳ ଏକ ଟ୍ୱିଟ୍ କରିଥିଲେ। ତେବେ ଏହା ଏକ ଟାଇପିଂ ଜନିତ ତ୍ରୁଟି ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଥିଲେ । ଏହା ୨ଏମ ନୁହେଁ ୨ ପିଏମ ବୋଲି କୁହାଯାଇଥିଲା। ଟାଇମିଂକୁ ନେଇ ରାଜ୍ୟପାଳ ଏ ସମ୍ପର୍କରେ ବେଙ୍ଗଲ ମୁଖ୍ୟ ଶାସନ ସଚିବଙ୍କୁ ଅଲୋଚନା ପାଇଁ  ଡାକିଥିଲେ। କିନ୍ତୁ ସେ ଏହାର ଉଚିତ୍‌ ଉତ୍ତର ରଖିପାରି ନଥିଲେ। ଯହେତୁ କ୍ୟାବିନେଟ୍‌ ନିଷ୍ପତ୍ତି ଏକ ସାମ୍ବିଧାନିକ ଅଧିକାର ତେଣୁ ସେ ବିଜ୍ଞପ୍ତି ଉପରେ ଆପତ୍ତି ନ ଉଠାଇ ଦସ୍ତଖତ କରିଥିଲେ।
https://twitter.com/jdhankhar1/status/1496771008111386626?s=20&t=D0trZlU6z47-3HCt-Wk--w

ଅନ୍ୟପଟେ ରାଜ୍ୟପାଳଙ୍କ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେଙ୍ଗଲ ବାଚଷ୍ପତ୍ତି  ବିକ୍ରମ ବାନାର୍ଜୀ।  ସେ କହିଛନ୍ତି ଯେ, ଏକ ଟାଇପିଂ ତ୍ରୁଟି ପାଇଁ ୨ପିଏମ ହୋଇଯାଇଥିଲା। ଏହାକୁ ରାଜ୍ୟପାଳ ଚାହିଁଥିଲେ ଠିକ୍ କରିପାରିଥାନ୍ତେ। ଯେହେତୁ ସେ ଏହାକୁ ସଂଶୋଧନ କରି ନାହାନ୍ତି ତେବେ ମଧ୍ୟରାତ୍ରି ପରେ ଅଧିବେଶନ ବସିବ। ରାଜ୍ୟପାଳଙ୍କ ପାଖକୁ ପରେ ଏକ ନୋଟ୍‌ ପଠାଯାଇ ୨ଏମ ଉଲ୍ଲେଖ କରାଯାଇଥିଲା । ଦ୍ୱିତୀୟଥର ନୋଟ୍‌ରେ  ଟାଇମିଂ ଭୁଲ ହୋଇଥିବା ଉଲ୍ଲେଖ କରାଯାଇଥିଲା। ତେବେ ଯଦି ରାତିରେ ବିଧାନସଭା ବସେ ଏହା ଦେଶର ପ୍ରଥମଥର ବୋଲି କୁହାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story