ଦିନକ ପାଇଁ ଇଡି ହେପାଜତରେ ରହିଲେ ଅର୍ପିତା

କୋଲକାତା : ବେଙ୍ଗଲମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯିବା ପରେ ସେ ଦିନକ ପାଇଁ ଇଡି ହେପାଜତରେ ରହିଛନ୍ତି। ଆସନ୍ତାକାଳି ତାଙ୍କୁ ପିଏମଏଏ କୋର୍ଟରେ ହାଜର କରାଯିବ। ଆଜି ସକାଳେ ତାଙ୍କୁ ଇଡି ପକ୍ଷରି ମେହିକାଲ ଚେକଅପ କରାଯାଥଲା।  ଆଜି ତାଙ୍କୁ ବାଙ୍ଗଶହାଲ କୋର୍ଟରେ ହାଜର କରାଯିବ। ହେଲେ ତାଙ୍କ ଜାମିନ ଆବେଦନ ଣୁଣରି ସଂରକ୍ଷିତ ରହିଛି।  ନିବାର ଏସଏସସି ସ୍କାମରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ୨୦ […]

arpita-2

arpita-2

Tapas Behera
  • Published: Sunday, 24 July 2022
  • Updated: 24 July 2022, 05:54 PM IST

Sports

Latest News

କୋଲକାତା : ବେଙ୍ଗଲମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯିବା ପରେ ସେ ଦିନକ ପାଇଁ ଇଡି ହେପାଜତରେ ରହିଛନ୍ତି। ଆସନ୍ତାକାଳି ତାଙ୍କୁ ପିଏମଏଏ କୋର୍ଟରେ ହାଜର କରାଯିବ। ଆଜି ସକାଳେ ତାଙ୍କୁ ଇଡି ପକ୍ଷରି ମେହିକାଲ ଚେକଅପ କରାଯାଥଲା।  ଆଜି ତାଙ୍କୁ ବାଙ୍ଗଶହାଲ କୋର୍ଟରେ ହାଜର କରାଯିବ। ହେଲେ ତାଙ୍କ ଜାମିନ ଆବେଦନ ଣୁଣରି ସଂରକ୍ଷିତ ରହିଛି।  ନିବାର ଏସଏସସି ସ୍କାମରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରିଥିଲା ଇଡି । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଥିଲା ।ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଅର୍ପିତା ମୁଖାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ଦକ୍ଷିଣ କୋଲକାତା ପୂଜା ମଣ୍ଡପ ପରିଚାଳନାରୁ ଉଭୟ ଅର୍ପିତା ଓ ପାର୍ଥଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ଦୁର୍ଗା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପର ବିଜ୍ଞାପନ ପାଇଁ ଅର୍ପିତା କାମ କରୁଥିଲେ । ଏହାସହ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ । ବଙ୍ଗଳା ଫିଲ୍ମ ଓ ସିରିଏଲ ଇଣ୍ଡଷ୍ଟ୍ରିରେ ସାମିଲ ଥିବା ଅର୍ପିତାଙ୍କ ସହ ପାର୍ଥ ଖୁବ୍ ନିକଟତର ହୋଇଥିଲେ । ଏପରିକି ପୂଜା ମଣ୍ଡପର କାର୍ଯ୍ୟକ୍ରମ ସଂଚାଳନ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୧୯ରେ ପୂଜା ମଣ୍ଡପ କାର୍ଯ୍ୟକ୍ରମରେ ଅର୍ପିତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଥିବାର ଦେଖିବାକୁ ମିଳିଥିଲା ।

ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍‌ କରାଯାଇଥିଲା । ଯେଉଁଠି ୨୦ କୋଟି ଟଙ୍କା ନଗଦ ଜବତ କରିଛି ଇଡି । ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଥିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି। ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା ।

ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା । ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଥିଲା । ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ରେଡ୍‌ ବେଳେ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ବାହାରିଛି । ଅନ୍ୟପଟେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଥିଲା ।

ତେବେ ଅର୍ପିତା ମୁଖାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ଦକ୍ଷିଣ କୋଲକାତା ପୂଜା ମଣ୍ଡପ ପରିଚାଳନାରୁ ଉଭୟ ଅର୍ପିତା ଓ ପାର୍ଥଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ଦୁର୍ଗା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପର ବିଜ୍ଞାପନ ପାଇଁ ଅର୍ପିତା କାମ କରୁଥିଲେ । ଏହାସହ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ । ବଙ୍ଗଳା ଫିଲ୍ମ ଓ ସିରିଏଲ ଇଣ୍ଡଷ୍ଟ୍ରିରେ ସାମିଲ ଥିବା ଅର୍ପିତାଙ୍କ ସହ ପାର୍ଥ ଖୁବ୍ ନିକଟତର ହୋଇଥିଲେ । ଏପରିକି ପୂଜା ମଣ୍ଡପର କାର୍ଯ୍ୟକ୍ରମ ସଂଚାଳନ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୧୯ରେ ପୂଜା ମଣ୍ଡପ କାର୍ଯ୍ୟକ୍ରମରେ ଅର୍ପିତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଥିବାର ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story