ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପଜିଟିଭ୍

ପାଟନା: ବିହାରରେ କରୋନାର କହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନାରେ ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜକୁ ଆଇସୋଲେସନରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ଲୋକଙ୍କୁ କୋଭିଡ୍ ଅନୁକୂଳ ସତର୍କତା ଅବଲମ୍ବନ କରିବାକୁ ନିବେଦନ […]

nitish-kumar

nitish-kumar

Ranjit Kumar Jena
  • Published: Monday, 10 January 2022
  • Updated: 10 January 2022, 08:30 PM IST

Sports

Latest News

ପାଟନା: ବିହାରରେ କରୋନାର କହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନାରେ ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜକୁ ଆଇସୋଲେସନରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ଲୋକଙ୍କୁ କୋଭିଡ୍ ଅନୁକୂଳ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି।

ସୂଚନା ମୁତାବକ, ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେତେବେଳେ ନିଜର ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ, ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ତାଙ୍କ ଭିତରେ କୌଣସି ଲକ୍ଷଣ ନଥିଲା। ପରେ ସେ ନିଜର ଆରଟିପିସିଆର୍ ଟେଷ୍ଟ କରାଇଥିଲେ ଏବଂ ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି।

https://twitter.com/officecmbihar/status/1480525287532077056?s=20

ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିହାରରେ ମଧ୍ୟ ଦିନକୁ ଦିନ ଏହି ସଂଖ୍ୟା ଲଗାତର ବୃଦ୍ଧି ପାଉଛି। ରାଜ୍ୟରେ ଯେମିତି କରୋନା ଟେଷ୍ଟିଂ ବଢ଼ୁଛି, ସେହି ଅନୁପାନରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିହାରର ସ୍ୱାସ୍ଥ୍ୟ ବିଭାଗ ମୁତାବତ, ରବିବାର ରାଜ୍ୟରେ ୧ଲକ୍ଷ ୯୬ହଜାର ୯୦୯ ସାମ୍ପଲ ଟେଷ୍ଟ କରାଯାଇଥିଲା, ଯେଉଁଥିରୁ ୫୦୨୨ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ସୋମବାର ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଭିତରେ କରୋନାରେ ସାମାନ୍ୟ ଲକ୍ଷଣ ରହିଛି। ଯେଉଁ କାରଣରୁ ସେ ନିଜକୁ ଆଇସୋଲେଟ୍ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଟେଷ୍ଟ କରାଇ ନେବାକୁ ରାଜନାଥ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story