ଚା'ରୁ ବାହାରିଲା ପୋକ, ଚିତ୍କାର କଲେ ବିଧାୟକ

ପାଟନା: ବିଧାୟକଙ୍କ ଚା’ ଭିତରୁ ବାହାରିଲା ପୋକ। ବାସ୍‌ ଏତିକିରେ ରାଗିଗଲେ ବିଧାୟକ। ସର୍କିଟ୍‌ ହାଉସ୍‌ ଭିତରେ କଲେ ହଙ୍ଗାମା। ଏପରିକି ସେ ରାଗିଯାଇ ନିୟନ୍ତ୍ରଣ ବାହାରକୁ ଚାଲିଗଲେ, ତଦନ୍ତ ପାଇଁ ଡକାଇଲେ ପୁଲିସ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ବିହାରର ହାଜିପୁର ଅଞ୍ଚଳରୁ । ମହୁଆରୁ ଆର୍‌ଜେଡିର ବିଧାୟକ ଏକ କପ୍‌ ଚା’ ପାଇଁ ପ୍ରବଳ ହଙ୍ଗାମା କରିଛନ୍ତି।  ବାସ୍ତବରେ, ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆରଜେଡି ବିଧାୟକ ମୁକେଶ ରୋଶନ ହାଜିପୁରରେ ପହଞ୍ଚିଥିଲେ। […]

MLA shouted on tea

MLA shouted on tea

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 04:50 PM IST

Sports

Latest News

ପାଟନା: ବିଧାୟକଙ୍କ ଚା' ଭିତରୁ ବାହାରିଲା ପୋକ। ବାସ୍‌ ଏତିକିରେ ରାଗିଗଲେ ବିଧାୟକ। ସର୍କିଟ୍‌ ହାଉସ୍‌ ଭିତରେ କଲେ ହଙ୍ଗାମା। ଏପରିକି ସେ ରାଗିଯାଇ ନିୟନ୍ତ୍ରଣ ବାହାରକୁ ଚାଲିଗଲେ, ତଦନ୍ତ ପାଇଁ ଡକାଇଲେ ପୁଲିସ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ବିହାରର ହାଜିପୁର ଅଞ୍ଚଳରୁ ।

ମହୁଆରୁ ଆର୍‌ଜେଡିର ବିଧାୟକ ଏକ କପ୍‌ ଚା' ପାଇଁ ପ୍ରବଳ ହଙ୍ଗାମା କରିଛନ୍ତି।  ବାସ୍ତବରେ, ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆରଜେଡି ବିଧାୟକ ମୁକେଶ ରୋଶନ ହାଜିପୁରରେ ପହଞ୍ଚିଥିଲେ। ସେତେବେଳେ ଚା' ପିଇବା ପାଇଁ ତାଙ୍କର ଇଚ୍ଛା ହୋଇଥିଲା। ଏହାପରେ ସେ ସିଧା ସରକାରୀ ସର୍କିଟ ହାଉସକୁ ଯାଇଥିଲେ। ସେଠାରେ ଚା’ ଅର୍ଡର କରିଥିଲେ। ତାଙ୍କୁ ଚା ’ର ଏକ ପୂରା କପ୍ ମଧ୍ୟ ମିଳିଥିଲା। ବିଧାୟକ ମୁକେଶ ରୋଶନ ଚା’ କପରୁ କେବଳ ୨ରୁ ୪ ଢ଼ୋକ ପିଇବା ପରେ ଚା' ଭିତରେ ଭାସୁଥିବା ଏକ ପୋକ୍‌ ଉପରେ ତାଙ୍କ ନଜର ପଡିଥିଲା।

बिहार: चाय में कीड़े मिलने पर भड़के MLA, मैनेजर-वेटर हो गए अरेस्ट - Bihar  Hajipur cup of tea ruckus MLA Mukesh Roshan called police manager waiter  arrested tste - AajTak

ଚା' ଭିତରୁ ପୋକ ବାହାରିବା ଦେଖି ବିଧାୟକ ଜଣକ ରାଗିକି ପଞ୍ଚମ ହୋଇଯାଇଥିଲେ। ପ୍ରବଳ ପାଟିତୁଣ୍ଡ କରିବା ସହ ହଙ୍ଗାମା କରିଥିଲେ। ବିଧାୟକଙ୍କୁ ଚିତ୍କାର କରୁଥିବା ଦେଖି ସରକାରୀ ଗେଷ୍ଟ ହାଉସର ରୋଷେୟା ଆଉ ମ୍ୟାନେଜର ତାଙ୍କ ପାଖକୁ ଦୌଡି ଆସିଥିଲେ। ଚା'ରେ ଭିତରେ ଥିବା ପୋକକୁ ଦେଖି ମ୍ୟାନେଜର ଏବଂ ରୋଷେୟା ବିଧାୟକଙ୍କୁ ହାତ ଯୋଡି କ୍ଷମା ମାଗିଥିଲେ।

ପୋକ ପଡିଥିବା ଏହି VVIP ଚା’ ବିଧାୟକଙ୍କ ସ୍ୱାଦକୁ ଏତେ ଖରାପ କରିଦେଇଥିଲା ଯେ ସେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ। ସେ କିଛି ଶୁଣିନଥିଲେ। ରାଗି ଯାଇ ସର୍କିଟ ହାଉସରେ ପୁଲିସକୁ ଡାକିଥିଲେ ବିଧାୟକ। ପୁଲିସ ପହଞ୍ଚି ବିଧାୟକଙ୍କ ହାତରେ ଥିବା ଚା’ କପକୁ ଯାଞ୍ଚ କରିଥିଲା। ଏହାପରେ ରୋଷେଇ ଘରକୁ ଯାଇ ମଧ୍ୟ ପୁଲିସ ତଦନ୍ତ କରିଥିଲା। ତା’ପରେ ୱେଟର ଏବଂ ମ୍ୟାନେଜରଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story