ଶବ ସଂସ୍କାର ପାଇଁ ଯାଇ ମଦ ପିଇ ମଲେ

ପାଟନା: ମଦ ବ୍ୟାନ ପରେ ଚାଲିଛି ବିକ୍ରି। ବିହାରରେ ବିଭିନ୍ନ ସ୍ଥାନରେ ଗତ ତିନି ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ତାଜା ସୂଚନା ଅନୁଯାୟୀ, ଶନିବାର ସମସ୍ତିପୁର ଜିଲ୍ଲାର ୪ ଜଣଙ୍କର ମୃତ୍ୟୁ ଘଟିଛି।  ସେହିପରି  ପଶ୍ଚିମଚମ୍ପାରନ୍ ଏବଂ ଗୋପାଳଗଞ୍ଜ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏମିତି ମୋଟ୍ ୩ ଦିନରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତିପୁର ଏସପି  ମନଭଜିତ୍ ସିଂ ଧିଲନ୍ କହିଛନ୍ତି ମୃତକଙ୍କ […]

wine bottle

wine bottle

Tapas Behera
  • Published: Saturday, 06 November 2021
  • Updated: 06 November 2021, 07:55 PM IST

Sports

Latest News

ପାଟନା: ମଦ ବ୍ୟାନ ପରେ ଚାଲିଛି ବିକ୍ରି। ବିହାରରେ ବିଭିନ୍ନ ସ୍ଥାନରେ ଗତ ତିନି ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ତାଜା ସୂଚନା ଅନୁଯାୟୀ, ଶନିବାର ସମସ୍ତିପୁର ଜିଲ୍ଲାର ୪ ଜଣଙ୍କର ମୃତ୍ୟୁ ଘଟିଛି।  ସେହିପରି  ପଶ୍ଚିମଚମ୍ପାରନ୍ ଏବଂ ଗୋପାଳଗଞ୍ଜ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏମିତି ମୋଟ୍ ୩ ଦିନରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି।

ସମସ୍ତିପୁର ଏସପି  ମନଭଜିତ୍ ସିଂ ଧିଲନ୍ କହିଛନ୍ତି ମୃତକଙ୍କ ମଧ୍ୟରେ ଜଣେ  ଆର୍ମି ଯବାନ ଏବଂ ବିଏସ୍ଏଫ୍ କର୍ମଚାରୀ ଅଛନ୍ତି। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। କିଛି ବ୍ୟକ୍ତି ଏକ ଶବ ସଂସ୍କାର ପାଇଁ ଯାଇଥିବା ବେଳେ ସେଠାରେ ଜଣେ ଯବାନଙ୍କଠାରୁ ମଦ କିଣି ପିଇଥିଲେ। ଯବାନ ଜଣକ ଛୁଟିରେ ଗାଁକୁ ଆସି ମଦ କାରବାର କରୁଥିଲେ। ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବିହାର ବିଜେପି ସଭାପତି ସଞ୍ଜୟ ଜୟସ୍ୱାଲ କହିଛନ୍ତି ଏଥିପାଇଁ ଆଇନ କଠୋର ରହିଛି । ହେଲେ ଲୋକେ ସଚେତନ ନୁହନ୍ତି । ମଦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁର୍ଷାନ ହେବା ଉଚିତ ବୋଲି ସେ କହିଛନ୍ତି । ବିହାରରେ ମଦ ବ୍ୟାନ ରହିଛି। ତଥାପି ବେଆଇନ୍ ମଦ କାରବାରକୁ ରୋକିବାକୁ  ନୀତିଶ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ସେ କହିଛନ୍ତି। ସୂଚନା ଅନୁଯାୟୀ ନୀତିଶ ସରକାର ୬ ବର୍ଷ ପୂର୍ବେ ବିହାରରେ ମଦ ବ୍ୟାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story