ପୁଅର ମୃତଦେହକୁ ବ୍ୟାଗ୍‌ରେ ବୋହି ୩ କିମି ଚାଲିଲା ବାପା

ପାଟନା: ଅସହାୟ ବାପା। ସାହାଯ୍ୟ କଲାନି ପୁଲିସ। ବାଧ୍ୟ ହୋଇ ପୁଅର ମୃତେଦହକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ୩ କିଲୋମିଟର  ବୋହିଲା ବାପା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବିହାର କଟିହାର ଜିଲ୍ଲାରେ। ଏଠି ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି। ପୁଲିସର ସହାୟା ନପାଇ ଜଣେ ଅସହାୟ ବାପା ନିଜ ୧୩ ବର୍ଷୀୟ ପୁଅର ମୃତଦେହକୁ ବ୍ୟାଗରେ ପୁରାଇ ୧୩ କିଲୋମିଟା ବାଟ ଚାଲିବାକୁ ପଡିଛି। ସୂଚନା ଯୋଗ୍ୟ ଯେ, ଭାଗପୁଲ ଗୋପାଲପୁର […]

Man-carry-his-son-body-in-a

Man-carry-his-son-body-in-a

Madhupriya Mistry
  • Published: Sunday, 07 March 2021
  • Updated: 07 March 2021, 12:59 PM IST

Sports

Latest News

ପାଟନା: ଅସହାୟ ବାପା। ସାହାଯ୍ୟ କଲାନି ପୁଲିସ। ବାଧ୍ୟ ହୋଇ ପୁଅର ମୃତେଦହକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ୩ କିଲୋମିଟର  ବୋହିଲା ବାପା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବିହାର କଟିହାର ଜିଲ୍ଲାରେ। ଏଠି ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି। ପୁଲିସର ସହାୟା ନପାଇ ଜଣେ ଅସହାୟ ବାପା ନିଜ ୧୩ ବର୍ଷୀୟ ପୁଅର ମୃତଦେହକୁ ବ୍ୟାଗରେ ପୁରାଇ ୧୩ କିଲୋମିଟା ବାଟ ଚାଲିବାକୁ ପଡିଛି।

ସୂଚନା ଯୋଗ୍ୟ ଯେ, ଭାଗପୁଲ ଗୋପାଲପୁର ଥାନାଅଞ୍ଚଳରେ ବାସ କରୁଥିବା ଲେରୁ ଯାବ। ଗତ ୨୬ ତାରିଖ ଦିନ ପୁଅକୁ ସାଙ୍ଗରେ ନେଇ ଡଙ୍ଗା ସାହାଯ୍ୟରେ ଗଙ୍ଗା ନଦୀ ପାର୍ ହେଉଥିଲେ । ଏତିକି ବେଳେ ତାଙ୍କର ୧୩ ବର୍ଷୀୟ ପୁଅ ହରିଓମ ଯାଦବ ଡଙ୍ଗାରୁ ପଡିଯାଇଥିଲା। ନଦୀର ପ୍ରଖର ସ୍ରୋତରେ ସେ ଭାସି ସେ ନିଖୋଜ ହୋଇଯାଇଥିଲା। ଏ ସମ୍ପର୍କରେ ବାପା ଥାନାରେ ନିଖୋଜ ମାମଲାରେ ରୁଜ୍ଜୁ କରିଥିଲେ। ଖୋଜାଖୋଜି ପରେ ପୁଅର ମୃତେଦହ ଖେରିୟା ନଦୀ ତଟରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ସୂଚନା ପାଇ ବାପା ଲେରୁ ଯାଦବ ଘଟଣାସ୍ଥଳରେ ପହଞ୍ଚି ପୁଅର କପଡା ଓ ଶାରୀରିକ ଅଙ୍ଗ ଆଧାରରେ ତାକୁ ଚିହ୍ନଟ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରଶାସନର ସମ୍ବେଦନହୀନତା। ମୃତେଦହ ନେବା ପାଇଁ ଗୋପାଳପୁର ଥାନା ପୁଲିସ ଓ କଟିହାର କୁର୍ସେଲା ଥାନା ପୁଲିସ ଆମ୍ବୁଲାନ୍ସ ଡାକିବା ଜରୁରୀ ବୋଲି ଭାବିଲେନି। ମାମଲାର ତଦନ୍ତ ହେବ, ମୃତେଦହ ବ୍ୟବଚ୍ଛେଦ ହେବ। ତେଣୁ ମୃତଦେହକୁ ହସ୍ପିଟାଲକୁ ନେଇ ଆସ ବୋଲି ଆମ୍ବୁଲାନ୍ସ ନଡାକି ପୁଲିସ ଅସହାୟ ବାପାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ଘଟଣାସ୍ଥଳରୁ ପୁଲିସ ପଳାଇଯାଇଥିଲା।

ଶେଷରେ ଅସହାୟ ବାପା ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ଦୀର୍ଘ ୩ କିଲୋମିଟର ବାଟ ଚାଲି ଚାଲି ଯାଇଥିଲେ। ପୁଲିସର ସମ୍ବେଦନହୀନତାକୁ ନେଇ ଲେରୁ ଯାଦବ କହିଛନ୍ତି, ପୁଲିସ ଯେତେବେଳେ ସହାନୁଭୂତି ଦେଖାଇଲାନି ସେ ବା ଆଉ କଣ କରିଥାନ୍ତେ। ସେଥିପାଇଁ ସେ ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭରି ନେଇଯାଇଥିଲେ। ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ କଟିହାର ଡ଼ିଏସପି ପୁରା ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story