ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ନିଖୋଜ

ପାଟନା: ବିହାରରେ ବଡ଼ ଦୁର୍ଘଟଣା। ବିବହାର ମୋତିହାରୀରେ ମଝି ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି। ସିକରହନା ନଦୀରେ ଡଙ୍ଗା ଓଲଟି ୨୨ ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି। ସୂଚନା ମୁତାବକ ଉକ୍ତ ଡଙ୍ଗାରେ ୨୫ ଜଣ ଯାତ୍ରୀ ଥିଲେ। ସମସ୍ତେ ଘାସ ଆଣିବା ପାଇଁ ଯାଉଥିଲେ। ମଝି ନଇରେ ହଠାତ ଡଙ୍ଗାଟି ଭାରସାମ୍ୟ […]

Boat capsize

Boat capsize

Madhupriya Mistry
  • Published: Sunday, 26 September 2021
  • Updated: 26 September 2021, 12:05 PM IST

Sports

Latest News

ପାଟନା: ବିହାରରେ ବଡ଼ ଦୁର୍ଘଟଣା। ବିବହାର ମୋତିହାରୀରେ ମଝି ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି। ସିକରହନା ନଦୀରେ ଡଙ୍ଗା ଓଲଟି ୨୨ ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି।

ସୂଚନା ମୁତାବକ ଉକ୍ତ ଡଙ୍ଗାରେ ୨୫ ଜଣ ଯାତ୍ରୀ ଥିଲେ। ସମସ୍ତେ ଘାସ ଆଣିବା ପାଇଁ ଯାଉଥିଲେ। ମଝି ନଇରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ଡଙ୍ଗା ବୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭିତ ହୋଇ ପଡିଛନ୍ତି। ସେପଟେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହେଇଛି। ସେପଟେ ଚାରି ଜଣ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନଦୀ ନିକଟରେ ପ୍ରବଳ ଭିଡ ଜମି ରହିଛି। ସେପଟେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story