ଆସାମରେ ପୁଣିଥରେ ମୋଦି ମ୍ୟାଜିକ୍, ୭୫ ଆସନରେ ଏନଡିଏ ଆଗରେ

ଗୌହାଟି: ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣିଥରେ ଆସାମରେ ସରକାର ଗଠନ କରିବାକୁ ଯାଉଛି। ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ଏଠାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି। ୧୨୬ ଆସନରୁ ବିଜେପି ୭୫ଟି ଆସନରେ ଆଗରେ ରହିଛି। କଂଗ୍ରେସ ନେତୃତ୍ୱାଧୀନ “ମହାଜୋଟ୍” ୪୫ଟି ଆସନରେ ଆଗରେ ରହିଛି। ଉତ୍ତର-ପୂର୍ବ ରାଜ୍ୟର ୩୪ ଟି ଜିଲ୍ଲାରେ ଭୋଟ୍ ଗଣନା ପ୍ରକ୍ରିୟା ଜାରି ରହିଥିବାରୁ ୧୨୬ଟି ଆସନ ମଧ୍ୟରୁ କୌଣସି ଆସନରେ ନିର୍ବାଚନ କମିଶନ ଚୂଡ଼ାନ୍ତ ଫଳାଫଳ ଘୋଷଣା […]

assam-bjp-win

assam-bjp-win

Subhransu Sekhar
  • Published: Sunday, 02 May 2021
  • Updated: 02 May 2021, 08:26 PM IST

ଗୌହାଟି: ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣିଥରେ ଆସାମରେ ସରକାର ଗଠନ କରିବାକୁ ଯାଉଛି। ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ଏଠାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି। ୧୨୬ ଆସନରୁ ବିଜେପି ୭୫ଟି ଆସନରେ ଆଗରେ ରହିଛି। କଂଗ୍ରେସ ନେତୃତ୍ୱାଧୀନ "ମହାଜୋଟ୍" ୪୫ଟି ଆସନରେ ଆଗରେ ରହିଛି। ଉତ୍ତର-ପୂର୍ବ ରାଜ୍ୟର ୩୪ ଟି ଜିଲ୍ଲାରେ ଭୋଟ୍ ଗଣନା ପ୍ରକ୍ରିୟା ଜାରି ରହିଥିବାରୁ ୧୨୬ଟି ଆସନ ମଧ୍ୟରୁ କୌଣସି ଆସନରେ ନିର୍ବାଚନ କମିଶନ ଚୂଡ଼ାନ୍ତ ଫଳାଫଳ ଘୋଷଣା କରି ନାହାଁନ୍ତି।

ତେବେ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ରାଜ୍ୟ ବିଜେପି ସଭାପତି ରଣଜିତ କୁମାର ଦାସ ସମେତ ବିଜେପିର ଅନେକ ହେବିଓ୍ୱେଟ ଭୋଟ ଗଣତି ବେଳେ ଆଗରେ ରହିଥିବା ସୂଚନା ରହିଛି।

ରାଜ୍ୟ କଂଗ୍ରେସ ସଭାପତି ରିପୁନ ବୋରା ଏବଂ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଭୋଟ ଗଣତି ବେଳେ ପଛୁଆ ରହିଥିବା ସୂଚନା ରହିଛି।  ୧୨୬ଟି ଆସନରୁ ବିଜେପି ୫୬ଟି ଆସନରେ ଅଗ୍ରଣୀ ଥିବାବେଳେ ଏହାର ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ୧୧ଟି ଆସନରେ ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରେଲ୍ (ୟୁପିପିଏଲ) ୮ଟି ଆସନରେ ଅଗ୍ରଣୀ ରହିଛି।

କଂଗ୍ରେସ ୨୯ଟି ଆସନରେ ଆଗୁଆ ଥିବାବେଳେ ଏହାର ଅଂଶୀଦାର ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ୧୪ଟି ଆସନ, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍) ଏବଂ ଗୋଟିଏ ସିଟରେ ସିପିଆଇ-ଏମ ଅଗ୍ରଣୀ ରହିଛି। ସ୍ୱାଧୀନ ପ୍ରାର୍ଥୀ ଭାବରେ ସିବସାଗର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଇଜର ଦଳ (ଆରଡି) ସଭାପତି ତଥା ଜେଲରେ ଥିବା ନେତା ଅଖିଲ ଗୋଗୋଇ ଆଗୁଆ ରହିଛନ୍ତି।ଯଦିଓ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସ ଆସାମର ଅଧିକାଂଶ ଅଞ୍ଚଳରେ ଖରାପ ପ୍ରଦର୍ଶନ କରିଛି ହେଲେ ଦକ୍ଷିଣ ଆସାମରେ ଟିକିଏ ଭଲ ପ୍ରଦର୍ଶନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story