କରୋନାରେ ଚାଲିଗଲା ବିଜେପି ବିଧାୟକଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହି ମହାମାରୀରେ ଏକାଧିକ ଲୋକ ପ୍ରାଣ ହରାଉଛନ୍ତି । ଏବେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନ ରାଇଗାଁର ବିଜେପି ବିଧାୟକ ଯୁଗଳ କିଶୋର ବାଗ୍ରୀଙ୍କ କରୋନାରେ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ସୋମବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଡାକ୍ତର ଅନେକ ପ୍ରଚେଷ୍ଟା […]

jugal-kishore-bagri

jugal-kishore-bagri

Ranjit Kumar Jena
  • Published: Monday, 10 May 2021
  • Updated: 11 May 2021, 12:04 AM IST

Sports

Latest News

ଭୋପାଳ: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହି ମହାମାରୀରେ ଏକାଧିକ ଲୋକ ପ୍ରାଣ ହରାଉଛନ୍ତି । ଏବେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନ ରାଇଗାଁର ବିଜେପି ବିଧାୟକ ଯୁଗଳ କିଶୋର ବାଗ୍ରୀଙ୍କ କରୋନାରେ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ସୋମବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଡାକ୍ତର ଅନେକ ପ୍ରଚେଷ୍ଟା କରିଥିଲେ ହେଁ, ତାଙ୍କୁ ବଞ୍ଚାଇପାରିନଥିଲେ ।

https://twitter.com/ANI/status/1391763996844322817?s=20

କରୋନାରେ ସଂକ୍ରମିତ ହେବା ପରେ ଯୁଗଳ କିଶୋରଙ୍କୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଫୁସଫୁସରେ ୩୦ ପ୍ରତିଶତ ସଂକ୍ରମତ ଥିଲା, ଯାହା ଲଗାତାର ବଢ଼ିବାରେ ଲାଗିଥିଲା । ଶୁକ୍ରବାର ତାଙ୍କୁ ଭୋପାଳର ବଂସଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଯାହା ପରେ ତାଙ୍କୁ ଚିରାୟୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଯୁଗଳ କିଶୋରଙ୍କ ପରଲୋକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ବିଜେପିର ବରିଷ୍ଠ ନେତା ଓ ରାଇଗାଁର ବିଧାୟକ ସାଥୀ ଯୁଗଳ କିଶୋରଙ୍କ ଦେହାନ୍ତର ଦୁଃଖଦ ଖବର ମିଳିଲା । ମୁଁ ତାଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story