କରୋନାରେ ଆଖି ବୁଜିଲେ ଆଉ ଜଣେ ବିଜେପି ବିଧାୟକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କରୋନା ଭାଇରସ୍ ମହାମାରୀର କୋପରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହିକ୍ରମରେ କରୋନାରେ ଆଖି ବୁଜିଛନ୍ତି ଆଉ ଜଣେ ବିଜେପି ବିଧାୟକ। ବରେଲୀର ନବାବଗଞ୍ଜ ନିର୍ବାଚନୀ ମଣ୍ଡଳର ବିଜେପି ବିଧାୟକ କେସର ସିଂ ଗଙ୍ଗୱାର କରୋନା ଲଢ଼େଇରେ ହାରି ଯାଇଛନ୍ତି। ନୋଏଡାସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା, ଯେଉଁଠାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। କିଛି ଦିନ […]

kesar-singh-gangwar

kesar-singh-gangwar

Ranjit Kumar Jena
  • Published: Wednesday, 28 April 2021
  • Updated: 28 April 2021, 08:25 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କରୋନା ଭାଇରସ୍ ମହାମାରୀର କୋପରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହିକ୍ରମରେ କରୋନାରେ ଆଖି ବୁଜିଛନ୍ତି ଆଉ ଜଣେ ବିଜେପି ବିଧାୟକ। ବରେଲୀର ନବାବଗଞ୍ଜ ନିର୍ବାଚନୀ ମଣ୍ଡଳର ବିଜେପି ବିଧାୟକ କେସର ସିଂ ଗଙ୍ଗୱାର କରୋନା ଲଢ଼େଇରେ ହାରି ଯାଇଛନ୍ତି। ନୋଏଡାସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା, ଯେଉଁଠାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା।

କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ସେ ନୋଏଡାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ, ତିନି ଝିଅ ଓ ଗୋଟିଏ ପୁଅ ଉପସ୍ଥିତ ଥିଲେ। ଗଙ୍ଗୱାର ୨୦୦୯ରେ ବିଏସିରୁ ବିଧାନ ପରିଷଦ ପାଇଁ ଚୟନ ହୋଇଥିଲେ ଏବଂ ୨୦୧୭ରେ ବିଧାନସଭା ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ତାଙ୍କୁ ନବାବଗଞ୍ଜ ଆସନରୁ ଟିକେଟ୍ ଦେଇଥିଲା, ଯେଉଁଥିରେ ସେ ବିଜୟୀ ହୋଇଥିଲେ।

ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଏହାବ୍ୟତୀତ ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ତଥା ମହାମନ୍ତ୍ରୀ (ସଂଗଠନ) ସୁନୀଲ ବଂସଲ ମଧ୍ୟ ଗଙ୍ଗୱାରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

କେସର ସିଂହ ଗଙ୍ଗୱାର ତୃତୀୟ ବିଧାୟକ, ଯାହାଙ୍କର କରୋନାର ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି । ତାଙ୍କ ପୂର୍ବରୁ ଔରେୟାରୁ ବିଜେପି ବିଧାୟକ ରମେଶ ଦିବାକର ଓ ଲକ୍ଷ୍ନୌ ପଶ୍ଚିମରୁ ପାର୍ଟିର ବିଧାୟକ ସୁରେଶ ଶ୍ରୀବାସ୍ତକର ମଧ୍ୟ କରୋନାରେ ଦେହାନ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story