ରାଜନାଥଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ କରି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରାରମ୍ଭିକ ଲକ୍ଷଣ ଦେଖା ଦେବା ପରେ ମୁଁ ନିଜର କୋଭିଡ୍ ଟେଷ୍ଟ କରାଇଥିଲି। ମୋର ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ସୁସ୍ଥ ଅନୁଭୂତ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ନିଜକୁ ଆଇସୋଲେସନ୍ କରିନେଇଛି। ଗତ […]

jp-nadda

jp-nadda

Ranjit Kumar Jena
  • Published: Monday, 10 January 2022
  • Updated: 10 January 2022, 10:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ କରି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରାରମ୍ଭିକ ଲକ୍ଷଣ ଦେଖା ଦେବା ପରେ ମୁଁ ନିଜର କୋଭିଡ୍ ଟେଷ୍ଟ କରାଇଥିଲି। ମୋର ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ସୁସ୍ଥ ଅନୁଭୂତ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ନିଜକୁ ଆଇସୋଲେସନ୍ କରିନେଇଛି। ଗତ କିଛି ଦିନ ଧରି ମୋ ସଂସ୍ପର୍ଶରେ ଥିବା ଲୋକମାନେ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଯାହା ପରେ ସେ ନିଜକୁ ଘରେ ଆଇସୋଲେଟ୍ କରିନେଇଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଆସିବା ପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

https://twitter.com/JPNadda/status/1480562145293074434?s=20

ଦେଶରେ ଗତ ୨୪ ଘଣ୍ଟାରେ ୧,୭୯,୭୨୩ ନୂଆ କରୋନାଭାଇରସ୍ ମାମଲା ଚିହ୍ନଟ ହୋଇଛି। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୪୬,୫୬୯ ଲୋକ ସୁସ୍ଥ ହୋଇଥିବା ବେଳେ ୧୪୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୭,୦୭,୭୨୭ ହୋଇଛି। ସେହିପରି ଦେଶରେ ଏବେ ୭,୨୩,୬୧୯ ଆକ୍ଟିଭ ମାମଲା ରହିଛି। ଏପର୍ଯ୍ୟନ୍ତ କରୋନାରେ ୪,୮୩,୯୩୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୩,୪୫,୦୦,୧୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story