୫ ରାଜ୍ୟରେ ବିଜେପି ସରକାର ଗଠନ କରିବ: ଜୋର ଦେଇ କହିଲେ ମୋଦି  

ନୂଆଦିଲ୍ଲୀ: ୟୁପି ସମେତ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ବିଜେପି ବହୁମତରେ ଜିତିବ। ଭୋଟ୍‌ ପୂର୍ବରୁ ଏଭଳି  ଦୃଢ଼କ୍ତି ପ୍ରକାଶ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ଜାତୀୟ ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ ଏକ ଲମ୍ବା ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ମୁଁ ସବୁ ରାଜ୍ୟରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ଥିବା ଦେଖିଛି।  ଆମେ ବିପୁଳ ଜନସମର୍ଥନରେ ନିର୍ବାଚନରେ ବିଜୟ ଲାଭ କରିବୁ । ୫ଟି […]

pm2

pm2

Tapas Behera
  • Published: Wednesday, 09 February 2022
  • Updated: 09 February 2022, 09:38 PM IST

Sports

Latest News

ନୂଆଦିଲ୍ଲୀ: ୟୁପି ସମେତ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ବିଜେପି ବହୁମତରେ ଜିତିବ। ଭୋଟ୍‌ ପୂର୍ବରୁ ଏଭଳି  ଦୃଢ଼କ୍ତି ପ୍ରକାଶ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ଜାତୀୟ ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ ଏକ ଲମ୍ବା ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ମୁଁ ସବୁ ରାଜ୍ୟରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ଥିବା ଦେଖିଛି।  ଆମେ ବିପୁଳ ଜନସମର୍ଥନରେ ନିର୍ବାଚନରେ ବିଜୟ ଲାଭ କରିବୁ । ୫ଟି ରାଜ୍ୟରେ ଜନସାଧାରଣ ବିଜେପିକୁ ସେବା କରିବା ପାଇଁ ସୁଯୋଗ ଦେବେ ବୋଲି ମୋଦି କହିଛନ୍ତି । ଦଳର ନାରା ‘ସବକା ସାଥ୍‌ ସବକା ବିକାଶ’କୁ ମୋଦି ଦୋହରାଇବା ସହ ବିଜେପି ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ ରହିଛି।

ନିର୍ବାଚନ ସମୟ ହେଉକି ଅନ୍ୟ ବେଳେ ବିଜେପି ସବୁବେଳେ ଜନତାଙ୍କ ପାଖରେ ଛିଡ଼ା ହୋଇଛି । ଆମେ କ୍ଷମତାରେ ଥିବା ବେଳେ ଆମର ମନ୍ତ୍ର ସବକା ସାଥ ସବକା ବିକାଶ ମନ୍ତ୍ରକୁ ଆଧାର କରି  ବିପୁଳ ଉତ୍ସାହର କାମ କରିଥାଉ। ସେହିପରି ନିର୍ବାଚନ ହେବାକୁ ଥିବା ବିଜେପି ଶାସିତ ରାଜ୍ୟରେ ସରକାରଙ୍କ ବିରୋଧୀ ସ୍ୱର ନାହିଁ। ବରଂ  ଯେଉଁଠି ବିଜେପି ସରକାର ଅଛି ସେଠାରେ ସପକ୍ଷବାଦୀ ସ୍ୱର ରହିଛି ବୋଲି ମୋଦି କହିଛନ୍ତି। ଉତ୍ତରପ୍ରଦେଣ ଉଦାହାରଣ ଦେଇ ମୋଦି କହିଛନ୍ତି, ଆମେ ୨୦୧୪ରେ ସେଠାରୁ ବିପୁଳ ସମର୍ଥନ ପାଇଛୁ ।

୨୦୧୭ରେ ସରକାର ଗଠନ କରିଛୁ। ସେହିପରି ୨୦୧୯ରେ ମଧ୍ୟ ୟୁପିବାସୀ ଆମ ଉପରେ ଭରସା କରିଛନ୍ତି ବୋଲି ମୋଦି କହିଛନ୍ତି।  ଉଭୟ ଳୋକସଭା ଏବଂ ବିଧାନ ସଭାରେ ବିଜେପିର ପ୍ରଦର୍ଶନ ଅତି ଉତ୍ତମ ରହିଛି।  ‘ଏକ ବାର ଆଉ ଏକ ବାର ଯାଉ’ ପୁରୁଣା ଥିଉରୀକୁ ଉତ୍ତରପ୍ରଦେଶ ବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ୨୦୧୪ ପରେ ତାର ପ୍ରତିଫଳନ ଦେଖିବାକୁ ମିଳିଛି। ୨୦୧୪ରେ ସାଧାରଣ ନିର୍ବାଚନ, ୨୦୧୭ରେ ବିଧାନସଭା ନିର୍ବାଚନ ଏବଂ ୨୦୧୯ରେ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶବାସୀଙ୍କ ବିଜେପି ପ୍ରତି କ୍ରମାଗତ ସମର୍ଥନରୁ ତାହା ପ୍ରମାଣିତ ବୋଲି ମୋଦି କହିଛନ୍ତି।

୨୦୨୨ରେ ଆମମୁ ସେମାନେ ପୁଣିଥରେ ଗ୍ରହଣ କରିବେ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ ମିନିଟ୍‌ର ଦୀର୍ଘ ସାକ୍ଷାତକାର ଦେଇ କହିଛନ୍ତି ଯେ, ବିଜେପି ସବୁବେଳେ ଲୋକଙ୍କ ସେବାରେ ଲାଗି ରହିଛି। ଆମର କାମକୁ ଦେଖି ଲୋକେ ଆମକୁ ଭୋଟ ଦେଉଛନ୍ତି।  ଯେଉଁଠି ବିଜେପି ଶାସନ କରୁଛି, ସେଠି ଲୋକେ ତାକୁ ବିଜୟୀ କରି ଚାଲିଛନ୍ତି। ଆମର କାମକୁ ଦେଖି ଲୋକେ ଆମକୁ ବାରମ୍ବାର ବିଜୟୀ କରୁଛନ୍ତି ବୋଲି ମୋଦି କହିଛନ୍ତି । ବିଜେପି ସମୂହ ନେତୃତ୍ୱରେ ବିଶାସ କରେ ବୋଲି ମୋଦି କହିଛନ୍ତି। ସୂଚନା ଅନୁଯାୟୀ ୟୁପି, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବ ପାଇଁ ଆସନ୍ତା କାଲିଠାରୁ ମତ ଦାନ ଆରମ୍ଭ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story