ହିଜାବ ବିବାଦ: ସଂଖ୍ୟା ଲଘୁ ମୋର୍ଚ୍ଚାର ସଭାପତିଙ୍କୁ ଧମକ

ନୂଆଦିଲ୍ଲୀ: ଥମୁନି ହିଜାବ ବିବାଦ। କର୍ଣ୍ଣାଟକ ଉଡ଼ୁପିର  ବିଜେପିର ସଂଖ୍ୟା ଲଘୁ ମୋର୍ଚ୍ଚାର ସଭାପତି ଦାଉଦ୍‌ ଅବୁବକରଙ୍କୁ ଧମକ ଦିଆଯାଇଛି। ହିଜାବ ପ୍ରସଙ୍ଗୁ ନେଇ  ସେ ଦେଇଥିବା ମନ୍ତବ୍ୟ ପାଇଁ ଧମକ ଦିଆଯାଇଛି। ତାଙ୍କ ମନ୍ତବ୍ୟକୁ ନେଇ ବିବାଦୀୟ କରାଯାଇଥିବା ସେ କହିଛନ୍ତି । ସ୍ଥାନୀୟ ବିଧାୟକ ଥିବା ଦାଉଦ୍‌ କହିଥିଲେ ଯେ, ଯଦି ଶ୍ରେଣୀ ଗୃହରେ ହିଜାବ ପରିଧାନ ଉପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବାରଣ କରନ୍ତି ତେବେ ଏହକୁ ମାନିବାରେ କୌଣସି ଅସୁବିଧା ନାହିଁ। ତେବେ […]

hijab-row

hijab-row

Tapas Behera
  • Published: Saturday, 12 February 2022
  • Updated: 12 February 2022, 07:24 PM IST

Sports

Latest News

ନୂଆଦିଲ୍ଲୀ: ଥମୁନି ହିଜାବ ବିବାଦ। କର୍ଣ୍ଣାଟକ ଉଡ଼ୁପିର  ବିଜେପିର ସଂଖ୍ୟା ଲଘୁ ମୋର୍ଚ୍ଚାର ସଭାପତି ଦାଉଦ୍‌ ଅବୁବକରଙ୍କୁ ଧମକ ଦିଆଯାଇଛି। ହିଜାବ ପ୍ରସଙ୍ଗୁ ନେଇ  ସେ ଦେଇଥିବା ମନ୍ତବ୍ୟ ପାଇଁ ଧମକ ଦିଆଯାଇଛି। ତାଙ୍କ ମନ୍ତବ୍ୟକୁ ନେଇ ବିବାଦୀୟ କରାଯାଇଥିବା ସେ କହିଛନ୍ତି । ସ୍ଥାନୀୟ ବିଧାୟକ ଥିବା ଦାଉଦ୍‌ କହିଥିଲେ ଯେ, ଯଦି ଶ୍ରେଣୀ ଗୃହରେ ହିଜାବ ପରିଧାନ ଉପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବାରଣ କରନ୍ତି ତେବେ ଏହକୁ ମାନିବାରେ କୌଣସି ଅସୁବିଧା ନାହିଁ। ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟ କରାଯିବା ସହ ତାଙ୍କୁ ଧମକଚମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ସ୍ଥାନୀୟ ଏସପିଙ୍କୁ ଜଣାଇବା ସହ ତାଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। କର୍ଣ୍ଣାଟକର ହିଜାବ ବିବାଦ ବଢ଼ିବାରେ ଲାଗିଛି ।

ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି । ତେଣୁ ବର୍ତ୍ତମାନ କର୍ଣ୍ଣାଟକ ସରକାର ଶୁକ୍ରବାର ଡିଗ୍ରୀ ଏବଂ ଡିପ୍ଲୋମା କଲେଜଗୁଡ଼ିକୁ ଫେବୃଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗ ଗତ ୯ ତାରିଖ ଠାରୁ ୧୧ ତାରିଖ ଯାଏଁ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ନେଇ ଘୋଷଣା ହୋଇଥିଲା ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୋମବାର ଠାରୁ ଖୋଲୁଥିବା ସ୍କୁଲକୁ ନେଇ ଗାଇଡଲାଇନ ଜାରି କରାଯାଇଛି । ସ୍କୁଲ ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ସେ କହିଛନ୍ତି, ଏସ୍‌ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରମୁଖ ସ୍କୁଲଗୁଡ଼ିକୁ ଗସ୍ତ କରିବାର ଅଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡିସି, ଏସ୍‌ପି ଓ ଡିଡିପିଆଇଙ୍କୁ ଶିକ୍ଷକ, ଅଭିଭାବକ ଓ ସ୍କୁଲ ପରିଚାଳନା ବୋର୍ଡଙ୍କ ସହିତ ଲଗାତାର ସଂପର୍କ ରଖିବା ଦରକାର ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story